Odia News Portal
Monthly Archives

January 2020

ଆକ୍ଟିଭ୍ ନବୀନ, ଵିରୋଧି ଜଳକା : ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ବାସ୍ତବ ରୂପ ଦେଉଛନ୍ତି ୫-ଟି ସଚିବ

ଭୁବନେଶ୍ୱର : ପଞ୍ଚମ ପାଳିର ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପୂର୍ବାପେକ୍ଷା ଅଧିକ ସକ୍ରିୟ । ଶାସନକୁ ଆସିବାପରେ ନବୀନ ଯେଭଳି ଘନ ଘନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ବିରେଧିଙ୍କୁ ସ୍ତବ୍ଧ କରିଥିବାଵେଳେ ସେମାନେ ଆହୁରି ଅଧିକ ପଛକୁ ଠେଲିହୋଇ ଯାଉଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ରୋଗପୀଡ଼ା, ଶତ୍ରୁତା, ଭ୍ରାତୃ ସମ୍ପର୍କହାନୀ ଘଟାଇବାର ପୂର୍ଣ୍ଣ ସୂଚନା ରହିଛି । ଅବଶ୍ୟ କର୍ମସ୍ଥ ରବି ଓ ବୁଧ ପ୍ରଭାବରେ ସମସ୍ୟାର ସମାଧାନ କରିବା ସକାଶେ ଚେଷ୍ଟା କଲେ ଉଦ୍ଦେଶ୍ୟ ପୂରଣ ହୋଇଯିବ । କଳ, କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍‌…

ଆଉ ଘୁଂଚିବନି ଫାଶୀ ତାରିଖ !

ନୁଆଦିଲ୍ଳୀ() ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସରକାର କହିଛନ୍ତି ଯେ ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ୭ ଦିନ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲାଯାଉ । ଗୃହ ମନ୍ତ୍ରଣାଳୟର ଯାଚିକା…

ଚାଷକାର୍ଯ୍ୟରେ ନୂତନ ଜ୍ଞାନକୌଶଳ ନିମନ୍ତେ ଅଧିକ ପୁଞ୍ଜି ନିବେଶ ଆବଶ୍ୟକତା

ଭୁବନେଶ୍ୱର()  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ମାନେ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବା ନିମନ୍ତେ ଆଗଭର ହୁଅନ୍ତୁ । ଓଡ଼ିଶାର ୮୦ ପ୍ରତିଶତରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ…

ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ,ଦେଖନ୍ତୁ ଫଟୋ

ମୁମ୍ବାଇ() ମଡେଲ ତଥା ଅଭିନେତ୍ରୀ ଅନ୍ବେଶୀ ଜୈନ୍ ଅଧିକାଂଶ ସମୟ ନିଜ ହଟ୍ ଫଟୋ ଦ୍ବାରା ସୋସିଆଲ ମିଡିଆର ତାପମାତ୍ରା ବଢାନ୍ତି।ଏକତା କପୁରଙ୍କ ୱେବ ସିରିଜ ‘ଗନ୍ଦି ବାତ ୨’ରେ ଅନ୍ବେଶୀ ଜୈନ୍ଙ୍କ ବୋଲ୍ଡ ସିନ୍ ଅନେକ ଦର୍ଶକଙ୍କୁ ଘାୟଲ କରିଥିଲା। ଗନ୍ଦି ବାତ ୨’ରେ ଅଭିନୟ କରି ସେ…

ମହାକାଶକୁ ଯିବ ଅର୍ଦ୍ଧମାନବୀ ‘ବ୍ୟୋମମିତ୍ରା’, ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ() ମହାକାଶକୁ ଯିବେ ଅର୍ଦ୍ଧମାନବୀ ‘ବ୍ୟୋମମିତ୍ରା’ । ଗଗନଯାନ ମିଶନ ପୂର୍ବରୁ ତିଆରି କରିଥିବା ଅର୍ଦ୍ଧମାନବୀ ରୋବୋର୍ଟର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଗଗନଯାନ ମିଶନ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି…

ପୁଞ୍ଜିଲାଲକୁ ଅନ୍ତରୀଣ ଜାମିନ

ଭୁବନେଶ୍ୱର() ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲକୁ ମେହରକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ୪ ଦିନ ପାଇଁ ଜାମିନ୍ ମଞ୍ଜୁର କଲେ ହାଇକୋର୍ଟ । ୨୮ ତାରିଖ ୧୧ଟା ମଧ୍ୟରେ ହାଜର…

ମୁଁ ବିଜେଡି ଲୋକ, ବିଜେଡିର ଜଣେ ପୁରୁଖା ସଦସ୍ୟ: ଦାମ

ଭୁବନେଶ୍ୱର()  ବିଜେଡ଼ିକୁ ଫେରିବା ପାଇଁ ଚାହୁଁଛନ୍ତି ବରିଷ୍ଠ ନେତା ଦାମ ରାଉତ୍ ।ବିଜେଡ଼ିରୁ ବହିଷ୍କାର ପରେ ବିଜେପିରେ ଯୋଗଦେଇଥିଲେ ଦାମ ରାଉତ୍ । ବିଜେପିରେ ଯୋଗ ଦେଇଥିଲେ ସିନା ହେଲେ ମନ କିନ୍ତୁ ବିଜେଡ଼ିରେ ଥିଲା । ମାତ୍ର ୭ ମାସର ସମ୍ପର୍କ ବେଶୀ ଦିନ ତିଷ୍ଠିପାରି ନଥିଲା । ଆଉ ତା’ପରେ…

୫ଟି ସଚିବଙ୍କ ଅଚାନକ ଗସ୍ତ ପରେ ତ୍ୱରନ୍ନିତ ହେଲା ହସ୍ପିଟାଲ କାର୍ଯ୍ୟ

କଟକ() କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରନ୍ନିତ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକି୍ରୟା ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି

ବିଦେଶୀ ହୋଇଯିବ ଭାରତୀ ଏୟାରଟେଲ୍

ନୂଆଦିଲ୍ଲୀ() ଭାରତୀ ଏୟାରଟେଲରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ୪୯ ପ୍ରତିଶତରୁ ୧୦୦ ପ୍ରତିଶତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । କମ୍ପାନୀ ଏ ନେଇ ମଙ୍ଗଳବାର ଶେୟାର ବଜାରକୁ ଅବଗତ କରାଇଛି। ଏହାବାଦ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏୟାରଟେଲରେ ବିଦେଶୀ…