Odia News Portal
Monthly Archives

January 2020

ସାଟିନ୍ କ୍ରେଡିଟ୍‌କେୟାର ପକ୍ଷରୁ ଓଡ଼ିଶାରେ ମହିଳା ଆର୍ଥିକ ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର : ଭାରତର ବୃହତ ମାଇକ୍ରୋଫାଇନାନ୍ସ କମ୍ପାନୀ ସାଟିନ୍ କ୍ରେଡିଟ୍‌କେୟାର ନେଟ୍‌ୱର୍କ ଲିମିଟେଡ୍‌(ଏସ୍‌ସିଏନ୍‌ଏଲ୍‌) ଓ ନୋରଡିକ୍ ମାଇକ୍ରୋଫାଇନାନ୍ସ ଇନିସିଏଟିଭ୍‌(ଏନ୍‌ଏମ୍‌ଆଇ)୧୦ ଜଣିଆ ସଦସ୍ୟଙ୍କ ସହ ମିଶି ଭାରତର ୭ଟି ରାଜ୍ୟରେ ମହିଳା ଆର୍ଥିକ କର୍ମଶାଳାର ଆୟୋଜନ କରିଛି । ଏହି…

ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି : ସୁର

ଭୁବନେଶ୍ୱର() ସ୍ଵର ବଦଳାଇଲେ ସୁର। କଂଗ୍ରେସ ଭବନରେ ବାଉନସର ବଳୟକୁ ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ। ସୁର କହିଛନ୍ତି, କିଏ ବାଉନ୍ସର ପଠାଇଲା ତାହା ଜାଣିନାହିଁ। ବିରୋଧୀ ଦଳ ସେମାନଙ୍କୁ ପଠାଇଥାଇପାରନ୍ତି। ଦଳକୁ ବଦନାମ କରାଯାଇଛି ବୋଲି ସେ କହିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସମଲେଶ୍ୱରୀ ମନ୍ଦିର

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ମା’ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ ସହିତ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ଏବଂ ଖୁବଶୀଘ୍ର ଏଥିପାଇଁ…

କଳିଙ୍ଗ ଷ୍ଟାଡିୟମରେ ୨୪ରୁ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ବର : ଆସନ୍ତା ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ସପ୍ତମ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ ଟେନିସ୍ କମ୍ପ୍ଲେକ୍ସ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସ୍ଥାନୀୟ ହୋଟେଲ ପ୍ରେସିଡେନ୍ସିଠାରେ “ଏସିଇ ଟେନିସ୍‌ କ୍ଲବ୍‌” ପକ୍ଷରୁ ଏକ…

ଏହି ଫିଲ୍ମକୁ ୩ସେନା ମୁଖ୍ୟ ଦେଖିଲେ ଏକାଠି, ଜାଣନ୍ତୁ କାହିଁକି

ମୁମ୍ବାଇ()  ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍ ଓ୍ବାରିୟର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ୟ୍ୟନ୍ତ ତାନାଜୀ ୧୬୭. ୪୫ କୋଟି ଟଙ୍କା ଆୟ କରିସାରିଛି। ଅନ୍ୟପଟେ…

ଫେବୃଆରୀ ୧୮ରେ ରାଜ୍ୟ ବଜେଟ

ଭୁବନେଶ୍ୱର() ଫେବୃଆରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ । ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୧୪ରେ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଅଭିଭାଷଣ ଦେବା । ତେବେ ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ ଅଧିବେଶନ । ଏପ୍ରିଲ ୯ରେ ସରିବ ବଜେଟ ଅଧିବେଶନ ।୧୪ରୁ ୨୯ ଫେବ୍ରୁଆରୀ…

ଏଣିକି ଚାକିରୀ ଆବେଦନ କଲାବେଳେ ଦେବାକୁ ପଡିବନି ଜାତି ପ୍ରମାଣପତ୍ର

ଭୁବନେଶ୍ୱର() ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଆଉ ଦେବାକୁ ପଡିବ ନାହିଁ ଜାତି ପ୍ରମାଣପତ୍ର କିମ୍ୱା ଆବାସିକ ପ୍ରମାଣପତ୍ର । ଏହି ନୂତନ ନିୟନ ପରେ ଯଦି ପ୍ରାର୍ଥୀ ପ୍ରଥମ ପର୍ୟ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର…

ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ

ବରଗଡ() ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ । ଦିନିକିଆ ବରଗଡ଼ ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ବରଗଡ଼ ଜିଲ୍ଲା ଯାଇଛନ୍ତି । ଜାମାଦାରପାଲୀ ଏଆର ଷ୍ଟ୍ରିପରେ ଦିନ…

ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇନଥିବାରୁ କରାଯିବ ପୁର୍ନବିଚାର: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର () ବଦଳିଲା +୨ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, ପିଲା ମାନେ ପ୍ରସ୍ତୁତ ହୋଇନଥିବାରୁ ଏହି ନିଷ୍ପତିରେ କରାଯିବ ପୁର୍ନବିଚାର । ଆସନ୍ତାବର୍ଷରୁ ହେବ ଲାଗୁ ।…

ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ଦାଦାବଟି ପାଇଁ ସିଜୁଆ ଏମ୍‌ସ ରାସ୍ତାରେ ଥିବା ଏକ ଔଷଧ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରି ପକାଇଛନ୍ତି । ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ…