ଶିବ ଓ ଅଶୋକଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର
ଭୁବନେଶ୍ୱର : ରାଜ୍ୟ ଓ ଦେଶକୁ ପାରା ବ୍ୟାଡ୍ମିଣ୍ଟନ୍ କ୍ଷେତ୍ରରେ ସଫଳ ଖେଳାଳି ପ୍ରଦାନ କରିଥିବା କୋଚ୍ ଶିବ ପ୍ରସାଦ ଦାସଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଜଣେ କ୍ରୀଡ଼ାବିତ ଓ ବରିଷ୍ଠ କ୍ରୀଡ଼ା…