ପୁଣି ନାଚିଲେ ବିଧାୟକ ତାରା
ଜୟପୁର : ପୁଣି ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଦିବାସୀଙ୍କ ପାରମ୍ପରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ ଝୁମିଲେ ତାରା । ଜୟପୁରରେ ପୁଷ ପୁନେଇଁ ଅବସରରେ ଏଭଳି ଦୃଶ୍ୟ ସାମନାକୁ ଆସିଥିଲା । ରାଜରାସ୍ତା ପାଲଟିଥିଲା ଖୋଲା ମଞ୍ଚ । ପିଲାଠୁ ଯୁବ ଗୋଷ୍ଠୀ । ପୁଣି ବୟସ୍କ ଓ…