Odia News Portal
Monthly Archives

January 2020

ଜେଲରୁ ବାହାରିଲେ ପୁଞ୍ଜିଲାଲ୍

ବଲାଙ୍ଗୀର() ଜେଲ୍ରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଥିଲା। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିଲେ।…

ଏଣିକି ପ୍ରତି ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବକ୍ସ

ଭୁବନେଶ୍ୱର() ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ୟ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ…

ବିବେକାନନ୍ଦଙ୍କର ଜୟନ୍ତୀକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ ହୋଇଥାଏ

ନୂଆଦିଲ୍ଲୀ() ଆଜି (ଜାନୁଆରୀ ୧୨) ବିବେକାନନ୍ଦ ଜୟନ୍ତୀ । ତାଙ୍କର ଜୟନ୍ତୀକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ସ୍ୱାମୀ ବିବେକାନନ୍ଦ କହିଥିଲେ, ଯୁବ ପୀଢ଼ି ଉପରେ ମୋର…

ସିଏଏ ନାଗରିକତା ଦେବାର ଆଇନ ଛଡାଇବାର ନୁହେଁ : ପ୍ରଧାନମନ୍ତ୍ରୀ

ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସିଏଏ ନାଗରିକତା ଦେବାର ଆଇନ ଛଡାଇବାର ନୁହେଁ। ହାୱଡାସ୍ଥିତ ବେଲୁର ମଠରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କାର୍ଯ୍ୟକ୍ରମରେ ୫ରୁ ୬ ହଜାର ଯୁବକ ସାମିଲ ହୋଇଛନ୍ତି । ଏହି ଅବସରରେ…

ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା

ମୁମ୍ବାଇ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱ କପ୍‌ ପାଇଁ ଆଜି ଭାରତୀୟ ମହିଳା ଦଳର ଖେଳାଳି ତାଲିକା ଘୋଷଣା କରାଯାଇଛି । ହରମନପ୍ରତୀ କୌର ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି । ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।…

ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ପରଲୋକ

ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।  ଘଟିଛି ।…

ମାର୍କେଟ ବିଲ୍ଡିଂ ଘଟଣା, ଆଉ ୪ ନାବାଳକ ଗିରଫ

ଭୁବନେଶ୍ୱର : ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ଆଉ ୪ ଗିରଫ। ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୪ ନାବାଳକଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ନାବାଳକ ମଧ୍ୟରେ ଅଛନ୍ତି କଲେଜ ଛାତ୍ର। ଗତକାଲି ୧୮ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ…

ଦୁଇ ଆତଙ୍କବାଦୀଙ୍କ ସହ ଡିଏସ୍‌ପି ଗିରଫ

ଜମ୍ମୁ କଶ୍ମୀର କୁଲଗାମରେ ଦୁଇ ଆତଙ୍କବାଦୀଙ୍କ ସହ ଡିଏସ୍‌ପି ଗିରଫ । ଆତଙ୍କବାଦୀଙ୍କୁ ନିଜ ଗାଡିରେ ନେବା ଅଭିଯୋଗରେ ଗିରଫ କରାଯାଇଛି । ଗାଡ଼ି ଭିତରୁ ଆତଙ୍କବାଦୀ ସଂଗଠନର ହିଜିବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ନଭିଦ ଓ ତାର ସହଯୋଗୀ ଆସିଫ୍‌କୁ ଗିରଫ କରାଯାଇଛି । ଏହା ସହ ଡିଏସ୍‌ପିଙ୍କ ଗାଡ଼ିରୁ…

ବନ୍ଦ ହେବ Windows 7

ବର୍ତ୍ତମାନ ସମୟରେ ଘରଠାରୁ ଆରମ୍ଭ କରି ଅଫିସ ଆଦିରେ Windows 7 ର ବ୍ୟବହାର କରାଯାଉଛି । ଏହାର ଅପରେଟିଙ୍ଗ ଅନ୍ୟ ସମସ୍ତ ଅପେକ୍ଷା ସରଳ ହୋଇଥିବାରୁ ଏହାକୁ ବ୍ୟବହାର କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି ।ଏହାବାଦ ମାଇକ୍ରୋସଫ୍ଟ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ସୁବିଧା ଦେବା ପାଇଁ…

ଭୁଲ ଚିକିତ୍ସାରେ ଚାଲିଗଲା ଜୀବନ

ବାଲେଶ୍ୱର : ଭୁଲ ଚିକିତ୍ସାରେ ଚାଲିଗଲା ବାଳକର ଜୀବନ । ବାଲେଶ୍ୱର ଭିମୁଳିଆ ଥାନା ଅଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଡା ଗାଁର ବିନୋଦ ସାହାଣୀଙ୍କ ୧୧ ବର୍ଷର ବାଳକ ଅମିନ୍‌ ହଠାତ୍‌ ବାନ୍ତି କରିଥିଲେ । ବିନୋଦ ଅଡା ବଜାରରେ ଥିବା ଏକ ମେଡିସିନ୍‌ ଦୋକାନକୁ ଯାଇ ଦୋକାନିଙ୍କ ପରାମର୍ଶ…