ରାଜ୍ୟକୁ ପୁଣି ଲେଉଟିଲା ଶୀତ
ଭୁବନେଶ୍ବର : ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତକାଲିର କୋହଲା ପାଗ ହଟିବା ପରେ ଆଜି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ।
ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ସମ୍ଭାବନା ରହିଛି। ଫଳରେ…