Odia News Portal
Monthly Archives

January 2020

୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ

ଭୁବନେଶ୍ୱର() ଆଜି ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶିଳ୍ପ…

ଶିକ୍ଷକଙ୍କୁ ମିଳିବନି ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ଖରାଛୁଟିରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ସ୍କୁଲ ଆସିବେ ଶିକ୍ଷକ । ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ…

ନିଦ ବଟିକା ନେଇଯାଇପାରେ ଜୀବନ !

ଉତ୍ତମ ନିଦ ହେବା ପାଇଁ ଆଜିକାଲି କିଛି ଲୋକ ନିଦ ବଟିକା ଖାଉଛନ୍ତି ଜ୍ଝ ତେବେ ଆପଣ ନିଦ ବଟିକା ମନଇଚ୍ଛା ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ଜ୍ଝ କାରଣ ଏହି ଔଷଧ ଶାନ୍ତିରେ ଶୋଇବାକୁ ଦେଇଥାଏ ସତ, ମାତ୍ର ଏହାକୁ ଅଭ୍ୟାସରେ ପକାଇବା ଦ୍ବାରା ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ।…

ଅଚାନକ କୋଣାର୍କ ଗସ୍ତରେ ୫-ଟି ସଚିବ

ଭୁବନେଶ୍ୱର: ପ୍ରବଳ ଶୀତ ଓ କୁହୁଡ଼ି କୁ ଖାତିର ନକରି ବଡି ଭୋର ସମୟରେ ଅଚାନକ କୋଣାର୍କ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ.ପଣ୍ଡିଆନ । ସେ ଆଜି ଭୋର ୫ଟା ବେଳେ ସୁର୍ଯ୍ୟ ମନ୍ଦିରରେ ପହଞ୍ଚି ଏହାର ଚାରିପାଖ ବୁଲିବା ସହିତ ବାହାର ବେଢ଼ା ପରିଦର୍ଶନ କରିଛନ୍ତି । କୋଣାର୍କ ମନ୍ଦିରର…

ଶରୀରପାଇଁ କେତେ ଜରୁରୀ ଉପବାସ ?

ଏବେ ନବରାତ୍ରି ଚାଲିଛି। ଏହି ସମୟରେ ଅନେକ ଲୋକ କରିଥାନ୍ତି । ଆଉ କେତେକ ଗୋଟିଏ ବେଳା ଖାଇଥାନ୍ତି । ସେମାନେ ମନେ କରନ୍ତି ଯେ ଧାର୍ମିକ ଦୃଷ୍ଟିକୋଣରୁ ‘ଉପବାସ’ର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ସାଧାରଣତଃ ଶରୀରରୁ ବିଷାକ୍ତ ବା ଅନାବଶ୍ୟକ ଦ୍ରବ୍ୟ ନିଷ୍କାସନରେ ଏକ ବଡ଼ ଉପାୟ ହେଲା‘ଉପବାସ’ ବୋଲି…

ଭାରତ ବନ୍ଦରେ କଂଗ୍ରେସର ହତାଶିଆ ପ୍ରଦର୍ଶନ

ଭୁବନେଶ୍ୱର : ଭାରତ ବନ୍ଦ ଡାକରା ପୁଣିଥରେ କଂଗ୍ରେସର ସ୍ୱର୍ଗତ ନେତା ଲୁଲୁ ମହାପାତ୍ରଙ୍କୁ ମନେ ପକାଇ ଦେଇଛି । କଂଗ୍ରେସ କର୍ମୀମାନେ ଆଜି ମନେ ମନେ ଲୁଲୁଙ୍କୁ ଝୁରି ହୋଇଛନ୍ତି । ଲୁଲୁ ଭାଇ ଥିଲେ କଂଗ୍ରେସ ଆଜି ଏଭଳି ହତାଶିଆ ବନ୍ଦ କରିନଥାନ୍ତା ବୋଲି ମଧ୍ୟ କେତେକ ଖୋଲାଖୋଲି କହିବାକୁ ପଛାଉ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତ ହେତୁ ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା…

ଫାଶୀଦଣ୍ଡ ଶୁଣାଇବା ପରେ କାହିଁକି କଲମ ମୁନ ଭାଙ୍ଗି ଦିଅନ୍ତି ବିଚାରପତି, ଜାଣନ୍ତୁ ପ୍ରକୃତ କାରଣ

ଅନେକ ବାର ସିନେମାରେ ଆପଣ ଦେଖିଥିବେ ଯେଉଁ କଲମରେ ବିଚାରକ ଫାଶୀ ଦଣ୍ଡାଦେଶ ଦିଅନ୍ତି ସେହି କଲମ ମୁନକୁ ସେଇଠାରେ ଭାଙ୍ଗି ଦିଅନ୍ତି। ତେବେ ଏପରି କାହିଁକି କରାଯାଏ ଆସନ୍ତୁ ଜାଣିବା ... ତେବେ ଏମିତି ନିୟମ କେବଳ ଭାରତରେ ପ୍ରଚଳିତ ଅଛି। କୌଣସି ଅପରାଧୀକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ…

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି

ନୂଆଦିଲ୍ଲୀ() ନୂଆଦିଲ୍ଲୀ() ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ NINLରେ ଥିବା ୬ଟି ଅଂଶୀଦାରଙ୍କ…

ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କା

ଭୁବନେଶ୍ୱର() ଆଜି ଭାରତ ବନ୍ଦର ଭରପୁର ଫାଇନା ଉଠାଇଲେ ତେଲ ବେପାରୀ । ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ କିଛି ବେପାରୀ ରାସ୍ତା କଡରେ ଡିଜେଲ, ପେଟ୍ରୋଲ ଚଢା ଦରରେ ବିକୁଛନ୍ତି ।ଲିଟର ପିଛା ଶହେ କହୁଥିଲେ ବି ଉକ୍ତ ବୋତଲରେ ଥିବା ପେଟ୍ରୋଲ ଏକ ଲିଟର ଭଳି ଦେଖାଯାଉ ନାହିଁ । ସାରା ଦେଶ…