ସରକାରୀ ମେଳାରେ ଇଭେଣ୍ଟ ସଂସ୍ଥା ମାଲେମାଲ
ଭୁବନେଶ୍ୱର : ରାଜଧାନୀରେ ଏବେ ଚାଲିଛି ବିଭିନ୍ନ ସରକାରୀ ବିଭାଗର ଭଳିକି ଭଳି ମେଳା । ତେବେ ଏହିସବୁ ମେଳା ଯୋଗୁଁ
ବିଭିନ୍ନ ଇଭେଣ୍ଟ ସଂସ୍ଥା ଏବେ ମାଲେମାଲ । ସରକାରୀକଳ ବି ସବୁ ଦାୟିତ୍ୱ ତାଙ୍କ ଉପରେ ଛାଡି ନିଶ୍ଚିତ ରେ ବସିଯାଉଛି ।
କୌଣସି ବିଭାଗ ମେଳାଟିଏ ଆୟୋଜନ କଲେ ଯେଉଁଭଳି ଭାବେ…