Odia News Portal
Monthly Archives

January 2020

ଖଦିବୋର୍ଡ ପରିସରକୁ ରାଜ୍ୟ ମୁଖିଆଙ୍କ ପାଇଁ ବାଟ ବନ୍ଦ

ଭୁବନେଶ୍ୱର : ଓଡିଶା ରାଜ୍ୟ ଖଦିବୋର୍ଡକୁ ଆଉ ରାଜ୍ୟପାଳ କିମ୍ବା ମୁଖ୍ୟମବୀ ଆସିବେ ନାହିଁ । କାରଣ ଏମାନଙ୍କ ବୋର୍ଡ ପ୍ରବେଶ ପାଇଁ ଆଉ ରାସ୍ତା ନାହିଁ । ଯଦି ଆସିବେ ତେବେ ଅନ୍ୟ ଦୟାରେ ଗଳି ରାସ୍ତା ଦେଇ ଆସିବେ । ମୁଖ୍ୟ ରାସ୍ତା କଡରେ କଲଭର୍ଟ ନିର୍ମାଣବେଳେ ବୋର୍ଡ ସଭାପତି ଚୁପ୍‍ ରହିବାରୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଚନ୍ଦ୍ର ଓ ମଙ୍ଗଳଙ୍କ ସମସପ୍ତକ ଦୃଷ୍ଟି ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ପ୍ରଦାନ କରିବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୈାଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟରେ କ୍ଷତି, ଜମିଜମା କାରବାରରେ ଦ୍ୱନ୍ଦ୍ୱ ଅସ୍ଥିରତାର…

ଶୈକ୍ଷିକ ବାତାବରଣରେ ଯେଉଁଭଳି ହିଂସାକାଣ୍ଡ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ବର() ଗତକାଲି ଦିଲ୍ଲୀର ଜେଏନୟୁରେ ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ହେଇଥିବା ଅମାନୁଷିକ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଶିକ୍ଷା ଓ ବୁଦ୍ଧିଜୀବୀ ମାନଙ୍କର ଗନ୍ତାଘର କୁହାଯାଉଥିବା ଜେନୟୁରେ ଦୁର୍ବୃତ୍ତ ମାନଙ୍କ ଆତଙ୍କରାଜ ବିରୋଧରେ…

ସୋଆ ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର()  ‘ଜୟ ଜବାନ ଜୟ କିଷାନ’ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ । ଏହା ସହିତ ‘ଜୟ ବିଜ୍ଞାନ’କୁ ଯୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଆଉ ଏବେ ଏହି ଆହ୍ୱାନ ସହ ‘ଜୟ ଅନୁସନ୍ଧାନ’କୁ ଯୋଡିଛନ୍ତି…

ଓଡିଶାରେ ଆୟୋଜନ ହେବ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ

ଭୁବନେଶ୍ୱର : ଭାରତକୁ ଏକ ମହାନ୍‌ କ୍ରୀଡ଼ା ଦେଶରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ଯୋଜନା ବନାଇଛନ୍ତି । ଏଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏକଥା କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍‌ଜୁ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମାସ୍କଟ୍‌, ଲୋଗୋ…

କାହିଁକି ହିନ୍ଦୁରୁ ମୁସଲମାନ ହୋଇଥିଲେ ରହମାନ୍? ଜାଣନ୍ତୁ …

ମୁମ୍ବାଇ() ସମଗ୍ର ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା ଏଆର୍ ରହମାନ୍। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବେଶ୍ ଅଧିକ ଖ୍ୟାତି ରହିଛି। ତେବେ ଆସନ୍ତୁ ଜାଣିବା ହିନ୍ଦୁରୁ କାହିଁକି ମୁସଲମାନ୍ ହେଲେ ରହମାନ ? ରହମାନ୍ ୧୯୬୭ ଜାନୁଆରୀ ୬ରେ ଚେନ୍ନାଇଠାରେ ଏକ ହିନ୍ଦୁ…

ଭଦ୍ରକବାସୀଙ୍କ ପାଇଁ ନବୀନଙ୍କ ବଡ ଘୋଷଣା

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତି କରିଛନ୍ତି । ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ଫିଡବ୍ୟାକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ନିମ୍ନୋକ୍ତ…

ପଦୋନ୍ନତି କ୍ଷେତ୍ରରେ ରେକର୍ଡ, ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର() ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ ଟି ଜିଲ୍ଲାରେ ଗ୍ରୁପ-ଏ ଠାରୁ ଆରମ୍ଭ କରି ଗ୍ରୁପ-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି । ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା…

ବଢିଲା ବସ ଭଡା

ଭୁବନେଶ୍ୱର() ଅଟୋମେଟିକ ମେକାନିଜିମରେ ବଢିଲା ବସ ଭଡା । ଅର୍ଡିନାରି ବସ କିଲୋମିଟାର ପିଛା ଥିଲା ୬୯ ପଇସା ହେଲେ ଏବେ ୭୦ ପଇସା ହେଲା । ଏକ୍ସପ୍ରେସ ବସ ଭଡା ଥିଲା ୭୨ ପଇସା ହେଲେ ଏବେ ୭୩ ପଇସା ହେଲା । ଡିଲକ୍ସ ବସ ଭଡା ଥିଲା ୯୯ ପଇସା ହେଲେ ଏବେ ୧ ଟଙ୍କା ୧ ପଇସା ବଢିଲା । ସେହିପରି ଡିଲକ୍ସ…

ୱାଇଫାଇ ହେବ ବିଧାନସଭା

ଭୁବନେଶ୍ୱର() ଆଗାମୀ ୨୦ ଦିନ ମଧ୍ୟରେ ପୂରା ବିଧାନସଭା ହେବ ୱାଇଫାଇ । ଏଣିକି ବିଧାନସଭାରେ ସମସ୍ତ ଫାଇଲ ଅନଲାଇନ ଯୋଗେ ହେବ ଆଦାନପ୍ରଦାନ । ଏନେଇ ଆଜି ନେଭା ଓ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଲୋଚନା କରିଛନ୍ତି ।