Odia News Portal
Monthly Archives

January 2020

ଚିଦାମ୍ବରମଙ୍କୁ ପୁଣି ED ଜେରା

ନୂଆଦିଲ୍ଲୀ()  ପୁଣି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଇଡିର ଜେରା । ଏୟାର ଇଣ୍ଡିଆ ଲାଗି ଏୟାରବସ୍ ଓ ବୋଇଂ ବିମାନ କିଣାରେ ହୋଇଥିବା ହେରଫେର ନେଇ ପଚରା ଉଚରା କରାଯାଉଥିବା ଜଣାପଡିଛି। ଗତ ୟୁପିଏ ସରକାର ସମୟରେ ଏୟାର ଇଣ୍ଡିଆ ଲାଗି…

Airtel କଲା ବଡ ଘୋଷଣା ,ଗ୍ରାହକଙ୍କ ପାଇଁ ଆଣିଲା ଦମଦାର ପ୍ଲାନ

ନୂଆଦିଲ୍ଲୀ() ବଜାରକୁ ଦମଦାର ପ୍ଲାନ ଆଣିଛି ଭାରତୀୟ ଟେଲିକମ ସଂସ୍ଥା ଏୟାରଟେଲ । ଟେଲିକମ ସଂସ୍ଥା ଏୟାରଟେଲ ମାତ୍ର ୨୭୯ ଓ ୩୭୯ଟଙ୍କାର ଦୁଇଟି ପ୍ରିପେଡ ପ୍ଲାନ ଆଣିଛି । ଦୁଇଟି ପ୍ଲାନ ଦ୍ବାରା କିଣିବା ଦ୍ବାରା ଆପଣମାନଙ୍କୁ ଜୀବନ ବୀମା ସହ କ୍ୟାସବ୍ୟାକ ଭଳି ଅଫର ରହିଛି । ୨୭୯ ଟଙ୍କାର…

କୁହୁଡି ଯୋଗୁଁ ଟ୍ରେନ ବାତିଲ ହେବା ସମ୍ଭାବନା

ନୂଆଦିଲ୍ଲୀ() ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ର ପରେ ଓ ଭୋର ସମୟରେ ଘନ କୁହୁଡିର ଆଶଙ୍କା କରିବା ସହ ପୂର୍ବ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ଯାତ୍ରୀମାନଙ୍କର ଯାତ୍ରାସମୟରେ ଦୁର୍ଦଶା କୁ ନଜରରେ ରଖି ପୂର୍ବତଟ ରେଳପଥ ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଖେଲୋ ଇଣ୍ଡିଆରେ ପଦାର୍ପଣ କରିବ ଓଡ଼ିଶା ଲନ୍‌ ବଲ୍‌ ଦଳ

ଭୁବନେଶ୍ବର : ଭାରତୀୟ ବୋଲିଂ ସଂଘ (ବିଏଫଆଇ) ଅଧିନରେ ପରିଚାଳିତ ଖେଳ ‘ଲନ୍‌ ବଲ୍‌’ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସାମିଲ ହୋଇଛି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣ ଆସାମର ଗୌହାଟୀରେ ଆସନ୍ତା ଜାନୁଆରି ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…

ପୋଷ୍ଟ ହେଉ ହେଉ ୯ ଲକ୍ଷ ଲୋକ ଦେଖିସାରିଲେଣି, ଦେଖନ୍ତୁ ଭିଡିଓ

ମୁମ୍ବାଇ()ସୁସ୍ମିତା ସେନ୍ଙ୍କ ଏକ ପ୍ରାକ୍ଟିସ୍ ଭିଡିଓ ଏବେ ଇଂଷ୍ଟାରେ ଖୁବ୍ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ ହେବା ପରଠାରୁ ଏପର୍ୟ୍ୟନ୍ତ ୯ ଲକ୍ଷରୁ ଅଧିକ ଫଲୋର୍ସ ଦେଖିସାରିଲେଣି। ଭିଡିଓରେ ସୁସ୍ମିତା ତାଙ୍କ ଦୁଇ ଝିଅଙ୍କୁ ନାଚ ଶିଖାଉଥିବାର ଦେଖାଯାଇଛି। ଏଥିରେ ସୁସ୍ମିତା ନିଜେ ପ୍ରାକ୍ଟିସ୍…

ଏଣିକି କନଫର୍ମ ଟିକେଟ୍ ସେୟାର କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ () ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ବୋର୍ଡର ଭଲ ନିଷ୍ପତି । ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ । ସେହିପରି ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ…

ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର

ଭୁବନେଶ୍ୱର() ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର । ଏନେଇ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ମୋଟ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍,…

ଜିରୋ casualty ମୂଳମନ୍ତ୍ର ନେଇ ଆଗେଇଛି ଓଡ଼ିଶା:ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର() ଆଜି ସାମ୍ବାଦିକ ସମ୍ମିଳନୀ କରି ଶାହଙ୍କ ଓଡ଼ିଶାକୁ ପ୍ରଶଂସା, ଦୁଷ୍କର୍ମ, କୃଷି କ୍ଷେତ୍ରର ବିକାଶ ଆଦି ଅନେକ ପ୍ରସଙ୍ଗରେ ପ୍ରତିକି୍ରୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ସିଂ ମିଶ୍ର । ସେ କହିଛନ୍ତି, ଖୁବ ଶୀଘ୍ର କିଛି ଜେଲରେ video conferencing ବ୍ୟବସ୍ଥାରୁ…

୧୦ ଜିଲ୍ଲାରେ ଦୁଇଦିନ ବର୍ଷା ଲାଗି ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟର ୧୦ ଜିଲ୍ଲାକୁ ବର୍ଷା ଲାଗି ସତର୍କତା ସୂଚନା ଦିଆଯାଇଛି । ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସତର୍କ ଜାରି କରାଯାଥିବା ୧୦ଟି ଜିଲ୍ଲା ହେଉଛି ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, କଳାହାଣ୍ଡି,…

କ୍ରିକେଟ ଖେଳ ହେଲା କୃଷି ନିର୍ଦ୍ଦେଶାଳୟକୁ କାଳ

ଧରାପଡିଥିବା ଯୁବକ କ୍ରିକେଟ ଖେଳିବାକୁ ଆସି ପାଇଥିଲେ ଠିକା ନିଯୁକ୍ତି ଭୁବନେଶ୍ୱର : ଲାଞ୍ଚ କାରବାରରେ ଜେଲ୍‍ ଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ନେଇ ରାଜ୍ୟରେ ଚହଳ ପଡିଥିବାବେଳେ ଟଙ୍କା ସହ ଧରାପଡିଥିବା ଯୁବକଙ୍କ ସଂକ୍ରାନ୍ତରେ ରୋଚକ ତଥ୍ୟ ମାନ ପଦାକୁ ଆସିବାରେ ଲାଗିଛି ।…