Odia News Portal
Monthly Archives

January 2020

ଆସିଲା ୩ୟ କିସ୍ତି ପିଏମ କିଷାନ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ କୃଷକ ନିଧି ବା ପିଏମ କିଷାନ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକ ତୁମୁକୁରୁ ଠାରେ ପିଏମ କିଷାନ ତୃତୀୟ କିସ୍ତି ପ୍ରଦନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ଷକୁ ଦୁଇଥର ପିଏମ କିଷାନ ଟଙ୍କା ମିଳିବ । ଥରକୁ ୬ ହଜାର ଲେଖାଏଁ…

ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ

ନୂଆଦିଲ୍ଲୀ()  ମାତ୍ରାଧିକ ଯାତ୍ରୀଭିଡା ସମୟରେ ପୂର୍ବରୁ ସ୍ୱତନ୍ତ୍ର ଟ୍ରେନ ମାନଙ୍କର ଚଳାଚଳର ଉପଲବ୍ଧି ସହିତ ଜନପ୍ରିୟ ରେଳମାର୍ଗ ମାନଙ୍କରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଦେଶର ବିଭିନ୍ନ…

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁଣି ଥରେ ଓଡିଶା ପୁରସ୍କୃତ

ଭୁବନେଶ୍ୱର() ଓଡିଶାକୁ କୃଷି କର୍ମଣ ପୁରସ୍କାର । କୃଷି କ୍ଷେତ୍ରରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ଓଡିଶା ପୁରସ୍କୃତ ହୋଇଛି  । କର୍ଣ୍ଣାଟକ ତୁମୁଜୁରୁରେ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

ବଦଳିଲା କମିଶନରେଟ୍ ପୋଲିସ ମୁଖ୍ୟାଳୟ ନାମ

ଭୁବନେଶ୍ୱର() ଆଜି କମିଶନରେଟ୍ ପୋଲିସର ୧୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସପ୍ତମ ବାଟାଲିଆନରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଆଜିଠୁ କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ଭାବେ ନାମିତ କରାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା…

ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର()  ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୭ ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ପରିବାର…

୨୦୨୦ରେ ମଲାଇକା-ଅର୍ଜ୍ଜୁନଙ୍କ କିସ୍ ଫଟୋ ଭାଇରାଲ୍

ମୁମ୍ବାଇ : ୨୦୨୦ବର୍ଷ ଆରମ୍ଭ ହେଉ ହେଉ ମଲାଇକା ଅରୋରା ,ଅର୍ଜ୍ଜୁନ କପୁରଙ୍କୁ କିସ୍ କରୁଥିବା ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସବୁଠୁ ଖାସ୍ କଥା ହେଉଛି ଏହା ଯେ ଏହା ନିଜେ ମଲାଇକା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁ ଫ୍ୟାନମାନେ ମଲାଇକା ଏବଂ ଅର୍ଜ୍ଜୁନଙ୍କୁ…

କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା, ୨ ମୃତ-୩ ଗୁରୁତର

କଟକ: ନୂଆବର୍ଷ ଆଣିଲା ଦୁଃଖ। ଜଗା ଦର୍ଶନ ହେଲା ଶେଷ ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର। କଟକ-ଚାନ୍ଦବାଲି ରାସ୍ତା ଦୁହୁରିଆ ଛକରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ନୂଆବର୍ଷରେ ୨ଟି ପରିବାର ଏକ କାରରେ ପୁରୀରୁ ମହାପ୍ରଭୂଙ୍କ ଦର୍ଶନ ସାରି ଫେରୁଥିଲେ। ଏହି…

ତିନି ରାଜ୍ୟସଭା ଆସନ ପାଇଁ ଲମ୍ବୁଛି ଆଶାୟୀଙ୍କ ତାଲିକା : ନବୀନଙ୍କ ପ୍ରଶଂସା ପରେ ଚର୍ଚ୍ଚାରେ ଦିଲ୍ଲୀପ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ମାସରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଏବେ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଏହି ତିନିଟି ଆସନ ମଧ୍ୟରୁ ଦୁଇଟିରେ ବିଜେଡି ସାଂସଦଥିବାବେଳେ ଗୋଟିଏରେ କଂଗ୍ରେସ ସାଂସଦ ଅଛନ୍ତି । ଯଦିଓ ତିନିଟି ଆସନ ପାଇଁ ପ୍ରାର୍ଥୀ ପଠାଇବାର ସଂଖ୍ୟା ବିଜେଡି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଶନିଶ୍ଚରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ମାନସିକ ବ୍ୟସ୍ତତାକୁ ବୃଦ୍ଧି କରିବେ । ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲାଭ କରିବେ । ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ…

Students For Sebastian (SFS) ତରଫରୁ ଶୀତ ବସ୍ତ୍ର ବଂଟନ

ଭୁବନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆୟାମ ତରଫରୁ ଶୀତୁଆ ରାତିରେ ଭୁବନେଶ୍ୱର ରାସ୍ତା କଡରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଶୀତ ବସ୍ତ୍ର ବଂଟନ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର ଆଦି ବିଭିନ୍ନ ଜାଗାକୁ…