୨୦୨୦ରେ ଶସ୍ତା ହେଲା ସୁନା-ରୂପା
ନୁଆଦିଲ୍ଲୀ : ଅଧିକ ସୁନା-ରୂପା କିଣୁଥିବା ଲୋକଙ୍କ ଲୋକଙ୍କ ପାଇଁ ନୂଆବର୍ଷ ଖୁସି ଖବର ନେଇ ଆସିଛି । ୧ ଜାନୁୟାରୀ ୨୦୨୦ରୁ ସୁନା ଦାମରେ ବଡ ହ୍ରାସ ପରିଲକ୍ଷିତ ହୋଇଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧୩୧ ଟଙ୍କା ଖସିଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ…