୧ ଲକ୍ଷ କୋଟି ପାର କଲା ଜିଏସଟି ସଂଗ୍ରହ
ନୂଆଦିଲ୍ଲୀ() କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି । ଡିସେମ୍ୱର ମାସରେ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ନଭେମ୍ୱର ମାସରେ ସମୁଦାୟ ୧,୦୩,୪୯୨ କୋଟି ଟଙ୍କା ଜିଏସଟି ଏକାଠି ହୋଇଥିଲା । ସେହିପରି ଡିସେମ୍ୱର ମାସରେ ଏହି ସଂଖ୍ୟା ୧,୦୩,୧୮୪ କୋଟି ଟଙ୍କା ରହିଛି ।
ତିନି ମାସର…