ଲଗାତର ୬ଷ୍ଠ ଦିନ ହ୍ରାସ ହେଲା ପେଟ୍ରୋଲ-ଡିଜେଲ୍
ନୁଆଦିଲ୍ଲୀ : ଚୀନର କରୋନା ଭାଇରସ ଅନ୍ୟ ଦେଶରେ ବ୍ୟାପିବା ଆଶଙ୍କା ମଧ୍ଯରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ଲଗାତର ହ୍ରାସ ପାଇବାରେ ଲାଗିଛି । ଦେଶର ୪ ବଡ ମହାନଗରରେ ମଙ୍ଗଳବାର ପେଟ୍ରୋଲ-ଡିଜେଲ୍ ଦାମ୍ ଲଗାତର ୬ଷ୍ଠ ଦିନ ହ୍ରାସ ପାଇଛି । ପେଟ୍ରୋଲ ଓ ଡିଜେଲ୍ ଦାମ୍ କ୍ରମଶଃ ୧୧-୧୨ ଓ…