କାଙ୍ଗାଳ ହେଲା ପାକିସ୍ତାନ : ୯୪ ହଜାର ଟପିଲା ସୁନା ଦର
ନୋଭେଲ କରୋନା ଭାଇରସ୍(କୋବିଡ-୧୯) ଚୀନ୍ର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇଛି। ଏହି ଘାତକ ଭାଇରସ୍ ଯୋଗୁ କେବଳ ଚୀନ୍ର ଆର୍ଥିକ ବ୍ୟବସ୍ଥା ନୁହେଁ ବରଂ ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିଛି। ଇତି ମଧ୍ୟରେ ପାକିସ୍ତାନରେ ସୁନାର ଦର ସାମ୍ନାକୁ ଆସିଛି। ବର୍ତ୍ତମାନ ପାକିସ୍ତାନରେ ସୁନା ଦର…