ପଟିଆ ସାଇ ମନ୍ଦିରର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ସ୍ୱର୍ଗରଥ ଓ ପରିତ୍ସାଗାର ଲୋକର୍ପିତ
ଭୁବନେଶ୍ୱର : ପଟିଆ ଶିରିଡି ସାଇ ମନ୍ଦିରର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ôସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ବ୍ୟାପି ଅନୁଷ୍ଠିତ ଏହି ଧାର୍ମିକ ଉତ୍ସବରେ ବୁଧବାର ଦିନ କଳସଯାତ୍ରା ଅନୁଷ୍ଠିତ ହୋଇ ଗୁରୁବାର ସୂର୍ଯ୍ୟପୂଜା, ଜଜ୍ଞାରମ୍ଭ ଏବଂ ଶନିବାର ଦିନ ପୂର୍ଣ୍ଣହୁତି…