Odia News Portal
Monthly Archives

February 2020

ଟିଭି ଫାଟି ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର

ସୁନ୍ଦରଗଡ଼ () ସୁନ୍ଦରଗଡରେ ଘଟିଛି ଏକ ଅଭାବନୀୟ ଘଟଣା । ସର୍ଟସର୍କିଟ୍ ହୋଇ ହଠାତ୍ ଟେଲିଭିଜନ୍ ଫାଟି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ପୁରା ପରିବାରକୁ ଉଦ୍ଧାର କରି ସୁନ୍ଦରଗଡ…

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ବର୍ଷା ସହ ଘଡ଼ଘଡ଼ି ବି ହୋଇପାରେ । ୨୩ ତାରିଖ ସକାଳୁ ଉତ୍ତର ପୂର୍ବ ଓଡ଼ିଶାରେ ଝିପିଝିପି ବର୍ଷା ଆରମ୍ଭ ହୋଇଯିିବ । ୨୪ରୁ ବର୍ଷା ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଜାରି…

ମନ୍ତ୍ରୀ ବିହୀନ ଜିଲ୍ଲାରେ ବିଜେଡି କର୍ମୀ ଖୁସ୍‍

ଭୁବନେଶ୍ୱର : ଜିଲ୍ଲାର ଜଣେ ହେଲେ ବିଧାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ନାହାନ୍ତି । କେନ୍ଦ୍ରାପଡାର ବିଜେଡି କର୍ମୀମାନେ କିନ୍ତୁ ଖୁସ୍‍ । ଜିଲ୍ଲାର ବିକାଶ କାର୍ଯ୍ୟ ଯେଭଳି ଭାବେ ଚାଲିଛି ତାହା ପୂର୍ବରୁ ମାଳ ମାଳ ମନ୍ତ୍ରୀ ଥାଇ ହୋଇପାରୁନଥିଲା ବୋଲି ଖୋଲାଖୋଲି ଭାବେ କହୁଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ଏବଂ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି ।…

ଝଲସୁଛି ଲିଙ୍ଗରାଜ ମନ୍ଦିର, ଆସନ୍ତୁ ଦେଖିବା କିଛି ଝଲକ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ତିଥି । ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରାଚୀନ ମନ୍ଦିରରେ ଠାକୁରଙ୍କ ଦର୍ଶନ କାମ୍ୟରେ ଆଜିଠୁ ଆରମ୍ଭ ହୋଇଗଲାଣି ଗହଳିଚହଳି । ସୁସଜ୍ଜିତ ଆଲୋକମାଳାରେ ଝଲମଲ ହୋଇ ଉଠିଲାଣି ଦେବପୀଠ ।…

କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର : ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ। ଅବସର ସମ୍ପର୍କିତ ଚିଠି ବିସିସିଆଇକୁ ପଠାଇଥିଲେ ପ୍ରଜ୍ଞାନ। ପ୍ରଜ୍ଞାନ ଟ୍ବିଟରରେ ଏକ ପୋଷ୍ଟ ମାଧ୍ୟମରେ ମଧ୍ୟ ଏହି ସମ୍ପର୍କରେ ଜଣାଇଥିଲେ। ନିଜର ଟ୍ଵିଟ ସହ ଏକ ପତ୍ର ସେ…

ମା’ ହେଲେ ଶିଳ୍ପା, ଫଟୋ ସେୟାର କରିବା ସହ ରଖିଛନ୍ତି ଏହି ନାଁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଘରକୁ ଆସିଛି କୁନି ଅତିଥି। ଦ୍ବିତୀୟ ଥର ପାଇଁ ଶିଳ୍ପା ହୋଇଛନ୍ତି ମା’। ଏହି ଅଭିନେତ୍ରୀ ଦ୍ବିତୀୟ ଥର ପାଇଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଳ୍ପା ତାଙ୍କ ଝିଅର ଫଟୋ ନିଜର ଅଫିସିଆଲ ଇନଷ୍ଟାଗ୍ରାମ…

ଏମିତି କରନ୍ତୁ ଆବେଦନ ! ଯଦି ଆଧାର କାର୍ଡ ଅଛି, ତା’ହେଲେ ୧୦ ମିନିଟ୍‌ରେ ପ୍ୟାନ୍‌ କାର୍ଡ

ଦେଶରେ ଏକ ପ୍ରମୁଖ ଦସ୍ତାବିଜ୍‌ ରୂପେ ଆଧାର କାର୍ଡ ଗଣନା ହୋଇଥାଏ। ବ୍ୟାଙ୍କରୁ ଆରମ୍ଭ କରି ସିମ୍‌ କାର୍ଡ ନେବା ଏବଂ ପାସ୍‌ପୋର୍ଟ ବନାଇବା ପଯ୍ୟର୍ନ୍ତ, ସବୁଥିରେ ଆଧାର କାର୍ଡର ଆବଶ୍ୟକ ପଡ଼ିଥାଏ। ଆଧାର କାର୍ଡର ଏକ ବଡ଼ ଫାଇଦା ହେଉଛି, ଆପଣଙ୍କୁ ଅନେକ ଦସ୍ତାବିଜ୍‌ରୁ ମୁକ୍ତି ମିଳିଥାଏ। ଏବେ…

ଈଶ୍ୱରଙ୍କ ଅଦ୍ଭୁତ କଳାକୃତି, ପେନ୍‌ସିଲ ମୁନରେ ତିଆରି କଲେ ‘କ୍ଷୁଦ୍ରାକାର ଶିବଲିଙ୍ଗ’!

ମହାଶିବରାତ୍ରି ଅବସରରେ ଓଡ଼ିଶାର ଜଣାଶୁଣା କ୍ଷୁଦ୍ରାକାର କାରିଗର ଏଲ୍‌. ଈଶ୍ୱର ରାଓ ପେନ୍‌ସିଲ ମୁନରେ ତିଆରି କରିଛନ୍ତି ଶିବଲିଙ୍ଗ। ଶିବଲିଙ୍ଗର ଲମ୍ବା ରହିଛି ମାତ୍ର ୦.୫ ଇଞ୍ଚ। ଈଶ୍ୱର ଭୁବନେଶ୍ୱରଠାରୁ ୨୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲା ଜଟଣୀ ଗାଁରେ ରୁହନ୍ତି। ତାଙ୍କର ଏଭଳି ସୁନ୍ଦର…

ଆସିଲା ଜିଓର ନୂଆ ପ୍ଲାନ, ମିଳିବ ଏହିସବୁ ଫାଇଦା

ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଜିଓ ନ୍ୟୁ ଇଅର ୨୦୨୦ ଅଫରକୁ ହଟାଇ ଦେଇଛି। ଜିଓ ପକ୍ଷରୁ ୨,୧୯୯ ଟଙ୍କିଆ ପ୍ଲାନକୁ ୨୦୨୦ ଟଙ୍କାରେ ଗ୍ରାହକଙ୍କୁ ଦେଉଥିଲା। ଏହି ଅଫର କିନ୍ତୁ ସୀମିତ ସମୟ ପର୍ଯ୍ୟନ୍ତ ରହିଥିଲା। ଏହା ସହିତ ନୂଆ ପ୍ଲାନ ୨୧୨୧ ଟଙ୍କିଆ ପ୍ଲାନ ଲଞ୍ଚ କରିଛି। ଏହାର ଅବଧି…