Odia News Portal
Monthly Archives

February 2020

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ କିଟ୍ ପ୍ରସ୍ତୁତ

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ  ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ପ୍ରଥମ ଖେଲୋ ଇଣ୍ଡଅି । ବିଶ୍ୱବିଦ୍ୟାଳୟ କ୍ରୀଡା଼ ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍ ‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା…

 ମହିଳା T-20 ବିଶ୍ୱକପ : ହାରିଲା ବିଶ୍ୱ ଚାମ୍ପିଅନ୍‌

ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌ । ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ୧୭ ରନରେ ବିଜୟୀ ହୋଇଛି ଭାରତ । ସିଡନୀରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ଚାରି ଓ୍ଵିକେଟ ହରାଇ କରିଥିଲା…

ଏକାଠି ହେବେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ’ ଓ କର ଫାଉଣ୍ଡେସନ ସହଯୋଗରେ ଫେବୃୟାରୀ ୨୩ ତାରିଖ ରବିବାର ଦିନ ସ୍ଥାନୀୟ ୟନିଟ-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ‘ସେଲିବ୍ରେଟି ଚାରିଟି ଟେନିସ୍ ବଲ୍ କ୍ରିକେଟ’ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘବର୍ଷ ଧରି…

ଉଠବସ୍ ହେଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ() ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ରେଳ ମନ୍ତ୍ରାଳୟର ଏହି ସୁବିଧା ଆପଣ ଏବେ କେବଳ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ହିଁ ପାଇପାରିବେ । ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର ମେସିନ ଲଗାଯାଇଛି । ଯେଉଁଥିରେ…

ସିସିଟିଭି ଭାଙ୍ଗିଲେ କେନ୍ଦ୍ର ଅଧୀକ୍ଷକ ଦାୟୀ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ଏହାକୁ ନେଇ ପ୍ରତିକ୍ରିୟା ରଖି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ପରୀକ୍ଷାକେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ…

ବିବାହରେ ଯୋଗଦେବା ପାଇଁ ଲୁଚିକି ପାକିସ୍ତାନ ଗଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ()  ଏକ ବିବାହା ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନକୁ ଲୁଚିକି ଗଲେ ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଲାହୋରରେ ଏକ ବିବାହ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା କୁହାଯାଉଛି। ପରଭେଜ ମୁଗଲ ନାମକ ଜଣେ ପାକିସ୍ତାନୀ…

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ୱର() ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା କରାଯାଇଛି ।ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା- ବିଭୂତି ବଳବନ୍ତରାୟ,ଅନୁଗୁଳ- ମହେନ୍ଦ୍ର…

ପ୍ରେମିକ ପାଇଁ ମାଟ୍ରିକ ପରୀକ୍ଷା ଦେଇ ଧରାପଡିଲା ପ୍ରେମିକା

ସମ୍ବଲପୁର () ପ୍ରେମିକ ପାଇଁ ମାଟ୍ରିକ ପରୀକ୍ଷା ଦେଇ ଧରାପଡିଲା ପ୍ରେମିକା । ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପ୍ରକୃତ ପରୀକ୍ଷାର୍ଥୀ ଓ ପରୀକ୍ଷା ହଲ୍ ରେ ବସିଥିବା ଯୁବତୀଙ୍କୁ ପୋଲିସ ଗିରଫ କରିଛି। ପ୍ରେମିକ ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିବା ପୋଲିସ ସ୍ପଷ୍ଟ…

କୃଷି ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁରେଶ

ଭୁବନେଶ୍ୱର ()  ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଏହି ପଦରେ ପ୍ରମୋଦ କୁମାର ମେହେର୍ଦ୍ଦା ଅଛନ୍ତି। ୧୯୯୮ ବ୍ୟାଚ୍ର ଆଇଏଏସ୍ ଅଫିସର ହେଉଛନ୍ତି ସୁରେଶ । ସେହିପରି ୨୦୦୮ ବ୍ୟାଚ୍ର ଆଇଏଏସ୍ ଅଫିସର୍ ଗୁହା…

ଶିବରାତ୍ରିରେ ଏହି ସ୍ଥାନ ବାହାରିଲା ଟନ ଟନ ସୁନା

ସୋନଭଦ୍ର () ପାହାଡରେ ଦବି ହୋଇ ରହିଛି ସୁନାର ଭଣ୍ଡାର । ଉତ୍ତରପ୍ରଦେଶରେ ଏକ ପାହାଡରେ ସୁନାର ଏକ ବଡ ଭଣ୍ଡାର ଥିବା ଠାବ ହୋଇଛି । ଆଉ ଏହାକୁ ଖୋଳି କାଢ଼ିବାକୁ ଏବେ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପାଖାପାଖି ତିନି ହଜାର ଟନ ସୁନା ଥିବାର…