ନହରକଣ୍ଟାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର : ନହରକଣ୍ଟାଠାରେ ସହରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଉଦ୍ଘାଟନ କରି କହିଥିଲେ ସ୍ୱାସ୍ଥ୍ୟୃ ହିଁ ଅମୂଲ୍ୟ ସଂପଦ । ଲୋକମାନଙ୍କର ସ୍ୱାସ୍ଥ୍ୟର ଯତ୍ନପାଇଁ ମୁଖ୍ୟମନ୍ତ୍ରୀ ମୋ ସରକାର…