Odia News Portal
Monthly Archives

February 2020

ଓଡିଶା ନିର୍ଧାରଣ କରିବ କୁକୁଡ଼ା ଅଣ୍ଡା ଦର

ଭୁବନେଶ୍ବର : କୁକୁଡା ଅଣ୍ଡା ଚାଷୀଙ୍କ ପାଇଁ ଖୁସି ଖବର ଏଣିକି ଆନ୍ଧ୍ର ନୁହେଁ ଓଡିଶା ନିର୍ଧାରଣ କରିବ କୁକୁଡ଼ା ଅଣ୍ଡା ଦର ।ଏଥିପାଇଁ ଗଠନ ହୋଇଛି ନ୍ୟାସନାଲ ଏଗ୍ କୋଅର୍ଡିନେଶନ କମିଟି ଓଡିଶା ଚାପ୍ଟର ବ୍ରହ୍ମପୁରରେ ଓଡିଶା ଜୋନ ଗଠନ କରାଯାଇଛି । ଏଥିରେ ଓଡ଼ିଶାର ୧୫୦ କୁକୁଡ଼ା…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

ଭୁବନେଶ୍ବର : ଖରାଛୁଟିରେ ଆସିଥାନ୍ତେ ନିଜ ପରିବାର ସହ ସମୟ ବିତାଇବା ପାଇଁ କିନ୍ତୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ହଠାତ ସକାଳୁ ସକାଳୁ ଘରେ ପହଁଚିଲା ଦୁଃଖଦ ଖବର । ସେ ଆଉ ଏ ଦୁନିଆରେ ନାହାନ୍ତି । ଜୟପୁର ବିକ୍ରମନଗରର ଓଡିଆପୁଅ କୃଷ୍ଣଚନ୍ଦ୍ର ସାହୁ । ଗୁଜୁରାଟ ସୀମାନ୍ତରେ ବିଏସଏଫ କନେଷ୍ଠବଳ…

ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ : କଳିଙ୍ଗ ଷ୍ଟାଡିୟମରେ ୮ଟି ମ୍ୟାଚ୍

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ ପାଇଁ ଭେନ୍ୟୁ ଘୋଷଣା କରାଯାଇଛି। ବିଶ୍ୱକପ୍ ପାଇଁ ୫ଟି ଭେନ୍ୟୁକୁ ଚୂଡ଼ାନ୍ତ କରାଯାଇଛି, ଯେଉଁଥିରେ ଭୁବନେଶ୍ୱରକୁ ସାମିଲ୍ କରାଯାଇଛି। ଭୁବନେଶ୍ୱର ବ୍ୟତୀତ ବିଶ୍ୱକପ୍ ମ୍ୟାଚ୍ ନଭି ମୁମ୍ବାଇ, ଗୌହାଟୀ,…

ଜୀବନର ପ୍ରଥମ ହିନ୍ଦୀ ସିନେମା ଆଓ୍ଵାର୍ଡ

ସାଉଥ ସୁପରଷ୍ଟାର ପ୍ରଭାସ ଆଜି ନିଜର ପ୍ରତିଭା ପାଇଁ ସମସ୍ତଙ୍କ ନିକଟରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଫିଲ୍ମ ‘ବାହୁବଳୀ’ ପରେ ଗତବର୍ଷ ହିନ୍ଦୀ ସିନେମା ଜଗତରେ ନିଜର ପ୍ରଥମ ଫିଲ୍ମ ‘ସାହୋ’ ରେ ନଜର ଆସିଛନ୍ତି। ସୂଚନା ମୁିତାବକ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ମଧ୍ୟ ଖୁବ୍‌ ଭଲ ଆୟ…

ଦୃଢ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ବୟସ, ମାଉସୀ ଦେଵେ ମାଟ୍ରିକ ପରୀକ୍ଷା

ପାରାଦୀପ : ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍‌ ମାନିଛି ବୟସ । ଯାହା ପ୍ରମାଣ କରି ଦେଖାଇଛନ୍ତି ୫୩ ବର୍ଷୀୟ ତିଳୋତ୍ତମା ପାତ୍ର । ଏ ବୟସରେ ବି ସେ ଦେଉଛନ୍ତୁ ମାଟ୍ରିକ୍‌ ପରୀକ୍ଷା । ପାରାଦୀପ ସ୍ଥିତ ନୂଆବଜାର ଅଞ୍ଚଳରେ ଝୁମ୍ପୁଡ଼ି ବସ୍ତିରେ ରହନ୍ତି ତିଳୋତ୍ତମା । ଆସନ୍ତାକାଲି ମାଟ୍ରିକ୍‌…

ବନ୍ଦ ହେବ ରେଲେଓ୍ଵ ଷ୍ଟେସନରେ ଫ୍ରି ଓ୍ଵାଇ-ଫାଇ

ପ୍ରତି ରେଲେଓ୍ଵ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ ସର୍ଭିସ ଗୁଗଲ ଦେଉଥିଲା। ଯାହାକୁ ଏବେ ଖୁବଶୀଘ୍ର ବନ୍ଦ କରିଦେବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ଗୁଗଲ କହିଛି କି, ଗତ ପାଞ୍ଚ ବର୍ଷ ମଧ୍ୟରେ ଇଣ୍ଟରନେଟ ଏବଂ ଅନଲାଇନ୍‌ ସେବା ଆଗ ଅପେକ୍ଷା ଅଧିକ ସହଜ ଏବଂ ଶସ୍ତା ହୋଇଗଲାଣି। ଏଥିପାଇଁ ସହଜରେ…

୨୩ ତମ ବିବାହ ବାର୍ଷିକୀରେ କିଛି ଅଭୁଲା ସ୍ମୃତି ସେୟାର କଲେ ପ୍ରିୟଙ୍କା

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ୨୩ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଦେଶର ସବୁଠାରୁ ବଡ଼ ବିଜନେସ୍‌ ଟାଇକୁନ୍‌ ଭାବେ ପରିଚିତ ରବର୍ଟ ଭଦ୍ରା ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୯୭ ମସିହା ଫେବ୍ରୁଆରୀ ୧୮ ତାରିଖରେ ବିବାହ କରିଥିଲେ। ୨୩ ତମ…

୩୩ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି ମିଷ୍ଟର ଇଣ୍ଡିଆ

ମୁମ୍ବାଇ : ୩୩ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି ମିଷ୍ଟର ଇଣ୍ଡିଆ । ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଏହି ଚରିତ୍ରକୁ ନେଇ ଆଉ ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଫିଲ୍ମ ପାଇଁ ସ୍କ୍ରିପଟିଂ କାମ ଆରମ୍ଭ ହୋଇ ଗଲାଣି । ତେବେ ଏହି ଫିଲ୍ମରେ ରଣବୀର ସିଂ ଓ ଶାହାରୁଖ ଖାନ ଏକାଠି…

ଦୁଃଖରେ ଶେୟାର କଲେ ଏଭଳି ଭାବପୂର୍ଣ୍ଣ ମେସେଜ

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ। କିନ୍ତୁ ଏବେ ସେ ନିଜ କାମ ପାଇଁ ମୁମ୍ବାଇ ଫେରିଆସିଛନ୍ତି। ଏହାରି ଭିତରେ ଅନୁଷ୍କା, ବିରାଟଙ୍କ ପାଖକୁ ଏକ…

କ’ଣ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନଙ୍କର ଉଡିଲା ହୋସ୍‌

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଦେଶର ଅବସ୍ଥା ସହିତ ପାରିବାରିକ ମାମଲା ପାଇଁ ବହୁତ ଚିନ୍ତାରେ ଅଛନ୍ତି। ଏଥର ତାଙ୍କ ଚିନ୍ତା ବା ସମସ୍ୟା ହୋଇ ଛିଡା ହୋଇଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌। ସେ ଟ୍ଵିଟ ମାଧ୍ୟମରେ ଇମରାନ୍‌ ଖାନଙ୍କୁ ସିଧା ଟାର୍ଗେଟ କରିଛନ୍ତି।…