Odia News Portal
Monthly Archives

February 2020

୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

ଭୁବନେଶ୍ୱର() ବକେୟା ବିଲ୍କୁ ନେଇ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ…

ସୋସିଆଲ ମିଡିଆରେ ଚର୍ଚ୍ଚା, ଯୁବତୀଙ୍କ ହଟ୍ ସେଲ୍ଫି ପୋଷ୍ଟ୍ କରି

ଜେରୁଜେଲମ :  ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଓ  ସମୃଦ୍ଧ ସେନା ଭାବେ ପରିଚିତ ଇସ୍ରାଏଲ ସେନା ଏପରି ଏକ କାମ କରିଛି, ଯାହାକୁ ନେଇ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। ସେନା ଏକ ହଟ୍ ସେଳ୍ପି ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଆଜି…

ରସିକିଆ ଯବାନଙ୍କୁ ଚପଲରେ ପିଟିଲେ ଯୁବତୀ

ଭୁବନେଶ୍ୱର : ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଛି ଜଣେ ଯବାନଙ୍କୁ । ରବିବାର ଅପରାହ୍ନରେ କଳ୍ପନା ଛକରେ ଏହି ରସିକିଆ ଯବାନ ଜଣଙ୍କ ନିର୍ଧୁମ ଛେଚା ଖାଇଛନ୍ତି । ସଂପୃକ୍ତ ଯବାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ତାଙ୍କ ନାମ…

ସରିଲା ଯାତ୍ରା ଲଢ଼େଇ, ପୁଣି ଅପେକ୍ଷା ଆର ବର୍ଷକୁ

ଭୁବନେଶ୍ୱର : ରବିବାର ଶେଷ ହୋଇଛି ଖଣ୍ଡଗିରି ଯାତ୍ରା ଲଢ଼େଇ । ଆସନ୍ତାକାଲିଠୁ ମଞ୍ଚ ଅନ୍ଧାର । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ଶେଷ ରାତିରେ ସବୁ ପାର୍ଟିରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ଗତ ୫ ତାରିଖରୁ ଦୀର୍ଘ ୧୨ ରାତି ଧରି ୧୨ ନାମକରା ଅପେରା ପାର୍ଟିଙ୍କ ମଧ୍ୟରେ ଚାଲିଥିଲା…

ଆଉ କମିବ ନାହିଁ ଭୋଟ ହାର

ନୂଆଦିଲ୍ଲୀ: ଏଣିକି ଭୋଟଦେବା ପ୍ରକ୍ରିୟା ହୋଇପାରେ ସହଜ। ଇ-ଭୋଟିଂ କରିବା ପାଇଁ ଯୋଜନା କରୁଛନ୍ତି  ଭାରତର ନିର୍ବାଚନ ଆୟୋଗ । ଏମିତି ଏକ ଖବର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଭାରତରେ ଅଧିକାଂଶ ଲୋକ ପ୍ରବାସୀ ହୋଇଥିବାରୁ ନିର୍ବାଚନ ବେଳେ ଭୋଟ ହାର କମୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ…

କେତେ ଉପକାରୀ ବାସି ରୁଟି 

ବାସି ରୁଟି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଏଥିପାଇଁ ଆମେ ରାତିର ବାସି ରୁଟିକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିଥାଉ। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣନ୍ତୁ ସେ ସମ୍ପର୍କରେଟ୍ଟ ଡାଇବେଟିସ୍ ରୋଗୀଙ୍କ ପାଇଁ ବାସି ରୁଟି ବହୁତ ଉପକାରୀ। ଯଦି ଆପଣଙ୍କୁ…

ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍ ମଟର 

ସାଧାରଣତଃ ଶୀତଦିନେ ଗ୍ରୀନ୍ ମଟର ହୋଇଥାଏ। ଛୋଟରୁ ଆରମ୍ଭ କରି ବୟସ୍କ ପର‌୍ୟ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସମସ୍ତ ପ୍ରକାରର ତରକାରିରେ ବ୍ୟବହାର କରିହୁଏ। ଅନେକେ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଏହା କେବଳ ପାଟିକୁ ସୁଆଦିଆ ନୁହେଁ, ଏଥିରେ…

ପୁଣି ଖାକିରେ ଲାଗିଲା କଳଙ୍କ !

ପୁରୀ ଟାଉନ ଥାନାର ଏଏସଆଇ  ବିରଞ୍ଚି ରାଉଳ। ରବିବାର ଜଣେ ଅଭିଯୁକ୍ତଙ୍କ ନାଁ ଚାର୍ଜସିଟରୁ କାଟିବା ପାଇଁ ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ବିରଞ୍ଚି ରାଉଳଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଟିମ୍‌ ଖବର ନେବାରେ ଜଣାପଡ଼ିଛି ଯେ ଟାଉନ ଥାନାର ଏଏସ୍ଆଇ ବିରଞ୍ଚି ରାଉଳ ତଦନ୍ତ ଦାୟିତ୍ବ…

ପୋଲିସର ଏନକାଉଣ୍ଟର, ଦୁଇ ଅପରାଧି ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଠାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ପୋଲିସ ଗୁଳିରେ ଦୁଇ ଅପରାଧିଙ୍କ ମୃତ୍ୟୁ ହୋଇଛି । ଦୁଇ ଅପରାଧି ହେଲେ ରାଜା କ୍ୟୁରେସୀ ଓ ରମେଶ । ଏହି ଦୁଇଗଣ ଏକ ମର୍ଡର କେଶରେ ସାମିଲ ଥିବା ପୋଲସ ପକ୍ଷରୁ ସୂଚନା ମିଳିଛି । ତେବେ…

ଆଜି ସୋମବାର ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କର୍ମସ୍ଥାନରେ କର୍ମାଧିପ ଅବସ୍ଥାନ କରିଥିବାରୁ କର୍ମମୁଖର ରହିବେ । କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଧନପ୍ରାପ୍ତି ଯୋଗ ରହିଛି, କିନ୍ତୁ ସ୍ବାସ୍ଥ୍ୟ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଗୃହରେ ମଙ୍ଗଳୋତ୍ସବ କାଯର୍‌ୟ ସମ୍ପନ୍ନ…