ଲକ୍ଷାଧିକ ଟଙ୍କା ଆତ୍ମସାତ, ୨ଜଣ ବନ କର୍ମଚାରୀ ନିଲମ୍ବିତ
କେନ୍ଦୁଝର : ନିଲମ୍ବିତ ହେଲେ ୨ଜଣ ବନ କର୍ମଚାରୀ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ପାର୍ଶ୍ୱରେ ଏନ୍ଏଚ୍ ପକ୍ଷରୁ ବୃକ୍ଷରୋପଣ ପାଇଁ ଆସିଥିଲା ଲକ୍ଷାଧିକ ଟଙ୍କା । ବୃକ୍ଷରୋପଣ କରାନଯାଇ ଏହି ଟଙ୍କା ଆତ୍ମସାତ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଏନେଇ କେନ୍ଦୁଝର ଏସିଏଫ୍…