ଅରିଜିତ୍ ମୁମ୍ବାଇରେ କିଣିଲେ ୪-୪ଟି ଫ୍ଲାଟ୍
ସିଙ୍ଗର ଅରିଜିତ୍ ସିଂ ମୁମ୍ବାଇରେ ୪ଟି ଫ୍ଲାଟ୍ କିଣିଛନ୍ତି। ରିପୋର୍ଟ ମୁତାବକ, ବର୍ସୋବାର ଏକ ଅଟ୍ଟାଳିକାରେ କିଣାଯାଇଥିବା ଏହି ୪ଟି ଫ୍ଲାଟ୍ ଗୋଟିଏ ଫ୍ଲୋର୍ରେ ହିଁ ରହିଛି। ଏଥିପାଇଁ ଅରିଜିତ୍ ୯.୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ୫୪ ଲକ୍ଷ ଟଙ୍କାର ଷ୍ଟାମ୍ପ୍ ଡ୍ୟୁଟି…