ଘର ତିଆରିରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ଲୋକହସା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ପ୍ରତି କ୍ଷେତ୍ରରେ ବିରୋଧ କରୁଥିବା ବିଜେପି ପାଇଁ ଏବେ ଗରିବଙ୍କ ଘର ପ୍ରସଙ୍ଗ ବୁମେରାଂ ହୋଇଛି । ସରକାର ଗରିବଙ୍କୁ ପକ୍କାଘର ଯୋଗାଣ କଥା କହିଲା ବେଳକୁ ରାଜ୍ୟ ବିଜେପି ନେତାମାନେ ହିସାବ ମାଗୁଥିବାବେଳେ କେନ୍ଦ୍ରରେ ଥିବା ତାଙ୍କରି ସରକାର ପ୍ରଧାନମନ୍ତ୍ରୀ…