Odia News Portal
Monthly Archives

February 2020

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି। ଜଣେ ଡିଲରଙ୍କ ଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କଲା ଗିରଫ। ମିଳିଥିବା ଖବର ମୁତାବକ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ ଦାସ ପ୍ରାୟ…

ବାଉଁଶୁଣି ଲୋକ ମହୋତ୍ସବରେ ଅଘଟଣ

ବୌଦ୍ଧ : ବୌଦ୍ଧ ବାଉଁଶୁଣିରେ ଚାଲିଥିବା ଲୋକ ମହୋତ୍ସବରେ ଅଘଟଣ। ଗ୍ୟାସ ବେଲୁନ ଟାଙ୍କି ଫାଟି ଜଣେ ଗୁରୁତର।  ମିଳିଥିବା ସୂଚନା ମୁତାବକ ମହୋତ୍ସବକୁ ଆସିଥିବା ବେଲୁନ ଗୁଡିକରେ ଗ୍ୟାସ ଭରିବା ପାଇଁ  ଟାଙ୍କିକୁ ରଖାଯାଇଥିଲା। କିନ୍ତୁ କୌଣସି କାରଣ ବସତଃ ଟାଙ୍କିଟି ଫାଟି ଯାଇଥିଲା। ଯାହା…

୫୦ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସକୁ ସଫଳତା । ଜଣେ ବ୍ୟବସାୟୀଙ୍କ ଏଜେଣ୍ଟଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଇଥିବା ନଗଦ ୫୦ଲକ୍ଷ ଲୁଟ୍ ଘଟଣାରେ ୫ଜଣ ଗିରଫ ହେବା ସହ ଲୁଟ୍ ଟଙ୍କା ମଧ୍ୟରୁ ୩୬ଲକ୍ଷ ୭୭ହଜାର ଟଙ୍କା , ମୋବାଇଲ, ଓ ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ହୋଇଥିବା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର କର୍ମକ୍ଷେତ୍ରରେ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭ କରିବାର ସୁଯୋଗ ପାଇବେ। ଆଜକୁ କେତେଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ପ୍ରତିବନ୍ଧକ କାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ସାମାଜିକସ୍ତରରେ…

ଫେସନ୍ ସୋ ମାଧ୍ୟମରେ ଓଡିଶା କଳା ଓ ସଂସ୍କୃତି ବିକାଶ ପାଇଁ ଅଭିନବ ପ୍ରୟାସ

ଭୁବନେଶ୍ୱର : ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହାଇବା ନିମନ୍ତେ ଫେସନ୍ ସୋ କାର୍ଯ୍ୟକ୍ରମ “ନାୟକୀ”ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ…

TikTokକୁ ଟକ୍କର ଦେବ Tangi

ନୂଆଦିଲ୍ଲୀ() TikTokକୁ ଟକ୍କର ଦେବ Tangi । ଏହା ଉଭୟ ମୋବାଇଲ ଓ ୱେବ୍ ପ୍ଲାଟ୍ଫର୍ମରେ କାମ କରୁଛି। ଟାଙ୍ଗି ଏକ କ୍ରିଏଟିଭ୍ ଭିଡିଓ ଆପ୍। ଟିକ୍ଟକ୍ ପପୁଲାରିଟି ଦେଖି ଏବେ ଗୁଗୁଲ ଏହି ଆପ୍ ଲଂଚ କରିଛି। ହେଲେ ଟିକ୍ଟକ୍ ଭଳି ଏହା କେବଳ ଏଣ୍ଟରଟେନ୍ମେଣ୍ଟ ଫକୋସ୍ଡ ନୁହେଁ। ଏଥିରେ ଅନ୍ୟାନ୍ୟ…

ଏଣିକି ବିଧାନସଭାକୁ ଲାପଟପ ଧରି ଆସିବେ ବିଧାୟକ

ଭୁବନେଶ୍ୱର() ଏଣିକି ବିଧାନସଭାକୁ ବିଧାୟକମାନେ ଲାପଟପ ଧରି ଆସିବେ। ବଜେଟ ଅଧିବେଶନରେ ଅର୍ଥ ବିଭାଗ ପକ୍ଷରୁ ବିଧାୟକ ମାନଙ୍କୁ ଲାପଟପ ଦିଆଯିବ । ଏହା ସହିତ ଦୁଇ ମାସରେ ବିଧାନସଭା ଓ୍ବାଇଫାଇ ହେବା ସହ ପେପର ଲେସ ହେବ। ଏନେଇ ଓକାକ ଏବଂ ବିଏସଏନଏଲ ସହିତ ଆଲୋଚନା ଶେଷ ହୋଇସାରିଛି। ଅର୍ଥ ବିଭାଗ…

୧୦ ଦିନର ମହଲତ ଦେଲା ସେସୁ

ଭୁବନେଶ୍ୱର() ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ଦେୟ ପୈଠ ପାଇଁ ମହତଲ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍ କାଟ ହେବନି। ଏହି ସମୟ ମଧ୍ୟରେ ଦେୟ ପୈଠ ନକଲେ ପୁଣି ବିଦ୍ୟୁତ୍ କାଟ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି। ବୋଥ୍ରା…

ଦେଶର ଏକ ନମ୍ବର ବ୍ରାଣ୍ଡ ହେଲେ କୋହଲି

ନୂଆଦିଲ୍ଲୀ() ପଡ଼ିଆରେ ସର୍ବଦା କମାଲ କରୁଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟବସାୟରେ ମଧ୍ୟ ରେକର୍ଡ଼ ନିଜ ନାମରେ କରିଛନ୍ତି। ରନ ମେସିନ କୋହଲି ‘ଭାରତୀୟ ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁ’ ମାମଲାରେ ବଲିଉଡ଼ ତାରକା ଅକ୍ଷୟ କୁମାର, ଦୀପିକା ପାଦ୍ୟୁକୋନ, ରଣବୀର ସିଂହ ଓ ଶାହାରୁଖଙ୍କଠୁ…

ମା’ଙ୍କ ଫିଲ୍ମରେ ଝିଅ

ମୁମ୍ବାଇ()  ବଲିଉଡ୍ରେ ଏବେ ଫିଲ୍ମ ରିମେକ୍ର ସିଜିନ୍ ଚାଲିଛି। ତେବେ ମଜେଦାର କଥା ଏହା ଯେ, ଯେଉଁ ଫିଲ୍ମ ରିମେକ୍ରେ ସାରା ନଜର ଆସିବେ ସେହି ଫିଲ୍ମର ପ୍ରଥମ ଭାଗରେ ମାଆ ଅମ୍ରିତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା। ସାରାଙ୍କୁ ନିଜ ମାଆ ଅମ୍ରିତାଙ୍କର ଏକ…