Odia News Portal
Monthly Archives

February 2020

ଦିଲ୍ଲୀ ପୁଲିସକୁ ସମାଲୋଚନା କରିବା ପରେ ବଦଳି ହେଲେ ବିଚାରପତି

ନୂଆଦିଲ୍ଲୀ()  ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ହୋଇଛି।ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି।ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ…

ଆଜି ୨ୟ ପର୍ଯ୍ୟୟ ପ୍ରମୋସନ ଅଦାଲତ

ଭୁବନେଶ୍ୱର() ଆଜିଠାରୁ ଆରମ୍ଭ ହେଲା ପ୍ରମୋସନ ଅଦାଲତର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନ ଧରି ଚାଲିବ ପ୍ରମୋସନ ଅଦାଲତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂ ସହ ଏକାସାଙ୍ଗରେ ୬ଟି ସ୍ଥାନରେ ଶୁଣାଣି ହେଉଛି । ଦ୍ୱାତୀୟ ପର୍ଯ୍ୟୟରେ ୨୭୮୮ଟି ଆବେଦନର ଶୁଣାଣି ହେବ ।

୨୯ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ଦୁଇ ଦିନ ଧରି ରାଜ୍ୟରେ ଲାଗିରହିଥିବା ଝଡ଼ବର୍ଷା ଆଜି କମିଛି। ଆଜିଠାରୁ ପାଗ ସ୍ୱାଭାବିକହେବା ସହ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।…

ଦିଲ୍ଲୀରେ ହିଂସା ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ ()  ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ୨୫୦ଜଣରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ପୁଲିସର ଫ୍ଲାଗମାର୍ଚ୍ଚ ପରେ ନିୟନ୍ତ୍ରଣରେ ଆସିଛି ଦିଲ୍ଲୀର ସ୍ଥିତି । ହିଂସାକାଣ୍ଡ ଘଟଣାରେ ୧୮ଟି ମାମଲା ରୁଜୁ କରି ୧୦୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି…

ବରକୁ ବେଦୀରୁ ଉଠାଇ ନେଲା ପୋଲିସ୍

କଟକ : କଟକ ମହାନଦୀ ବିହାର ସ୍ଥିତ ଏକ ନାମୀ ଦାମୀ ମଣ୍ଡପରେ ଚାଲିଥିଲା ବାହାଘର ଆୟୋଜନ । ବେଶ୍‌ ହସ ଖୁସିରେ ଥିଲେ ଉଭୟ ବର ଓ କନ୍ୟାପକ୍ଷ । କିଛି ସମୟ ପରେ ବେଦୀରେ ଆରମ୍ଭ ହୋଇଥାନ୍ତା ମାଙ୍ଗଳିକ କାର୍ଯ୍ୟ ଆଉ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ତା ପୂର୍ବରୁ ମାଡ଼ି ଆସିଲା ଏକ ଅଜଣା ଝଡ଼ । ଜଣେ…

୫ ନାବାଳିକାଙ୍କୁ ଦୁଷ୍କର୍ମ କରି ଭଣ୍ଡ ବାବା ଗିରଫ

ପୁଣେ : ପରିବାର ୫ ଝିଅଙ୍କୁ ଦୁଷ୍କର୍ମ କଲା ଭଣ୍ଡ ବାବା ।  ତନ୍ତ୍ର ସାଧନା ଦ୍ବାରା କିଛି ବି କରିପାରିବି କହି ଗୋଟିଏ ପରିବାରର ୫ ନାବାଳିକା ଝିଅଙ୍କ ଦେହ ସହ ଖେଳି ନିଜର କାମନା ଚରିତାର୍ଥ କରୁଥିଲା ଏହି ଭଣ୍ଡ। ଏହି ଘଟଣାରେ ପୋଲିସ ଏକ ଭଣ୍ଡ ବାବାକୁ ଗିରଫ କରିଛି। ଏହି ଭଣ୍ଡ ବାବାର ନାମ…

ଦିଲ୍ଲୀରେ ଥମୁନି ହିଂସା : ୮୦ଟି କେନ୍ଦ୍ରରେ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ଆହୁରି ବଢିବା ଆଶଂକା ରହିଛି । ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କ ମଧ୍ୟରୁ ୩୦ ପ୍ରତିଶତ ଗୁଳିମାଡ଼ ଖାଇଥିବା ବେଳେ ୩୦ ପ୍ରତିଶତ ଛୁରୀ ଓ ଖଣ୍ଡାରେ ହଣାହଣି…

ରାଜ୍ୟସଭା ଅବଗଣନା : ରାଜ୍ୟସଭାକୁ ଯାଇ ପାରନ୍ତି ଜଣେ ଗାନ୍ଧୀବାଦୀ

ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡିଶାରେ ବାଜିଛି ନିର୍ବାଚନ ବିଗୁଲ । କିଏ ରାଜ୍ୟସଭା ଯିବ ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଥିବାବେଳେ ଏଥର ଜଣେ ଗାନ୍ଧୀବାଦୀ କିମ୍ବା ଗାନ୍ଧୀ ଚିନ୍ତାଧାରାର ବ୍ୟକ୍ତି ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ସମଗ୍ର ଦେଶରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମଭାବସ୍ଥ କର୍ମାଧିପତି ଯୋଗୁ ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ସାମନା କରି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ…

ଏକ ସ୍ମରଣୀୟ ଦିବସ : କଣ୍ଟ ତାରିଖରେ ୫୧ ଟି ପ୍ଲଟ୍ ପାଇଁ ଚୁକ୍ତି ଦାଖଲ

ଭୁବନେଶ୍ୱର : ସରକାରଙ୍କର ଅଗ୍ରଣୀ ଭୂମିକା ନେଇଥିବା ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ ଆଜି ଏକ ସ୍ମରଣୀୟ ଦିବସ । କ୍ଷେତ୍ର ବିକାଶରେ ସରକାରୀ ଭୂମି ବ୍ୟତିରେକ ଯୋଜନା ଅନୁସାରେ କେତେକ ଘରୋଇ ଜମିର ଆବଶ୍ୟକତାକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ୧୦୦ଟି ଘରୋଇ ପ୍ଲଟ୍…