ଏଣିକି ଟିକଟ କ୍ୟାନ୍ସଲ ହେଲେ ବି ଆପଣଙ୍କୁ ମିଳିବ ପୂରା ଟଙ୍କା, ଆସନ୍ତୁ ଜାଣିବା କେମିତି
ପୂର୍ବ ବ୍ୟବସ୍ଥା ଅନୁଯାୟୀ କନଫର୍ମ ରେଳ ଟିକଟ ବାତିଲ ହେଲେ ଆମକୁ ପୂରା ଟଙ୍କା ହରାଇବାକୁ ପଡୁଥିଲା । ଏନେଇ ବିଭାଗ ତରଫରୁ କୌଣସି ଟଙ୍କା ରିଫଣ୍ଡ ଆକାରରେ ମିଳୁନଥିଲା । କିନ୍ତୁ ଏଣିକି ଟିକଟ କ୍ୟାନ୍ସଲ ହେଲେ ବି ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ଆକାରରେ ମିଳିପାରିବ । ଆଉ ସବୁଠୁ ବିଶେଷ କଥା…