RBIର ବଡ ଘୋଷଣା
ନୂଆଦିଲ୍ଲୀ() ଲକ ଡାଉନ ସମୟରେ ଦେଶରେ ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଆରବିଆଇ ଆଜି ବଡ ଘୋଷଣା କରିଛି । ଆରବିଆଇ ରେପୋ ରେଟ ୭୫ ବେସିସ ପଏଣ୍ଟ କମାଇଛି । ଏହି କ୍ରମରେ ନୂଆ ରେପୋ ରେଟ୍ ୫.୧୫ରୁ ଖସି ୪.୪%…