ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦ ଲକ୍ଷ ଦାନ କଲେ କପିଳ ଶର୍ମା
ମୁମ୍ବାଇ : କରୋନା ପାଇଁ ସାରା ଦେଶ ଲକ୍ଡାଉନ୍ରେ । ଏହି ସମୟରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଦିନ ମଜୁରିଆ ଓ ଶ୍ରମିକଙ୍କ ସହାୟତା ପାଇଁ ଅର୍ଥଦାନ କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ସେ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦…