Odia News Portal
Monthly Archives

March 2020

ଦରିଆଦିଲ୍ ବବି, କରୋନା ପାଇଁ ହାତପାଣ୍ଠି ଖୋଲିଦେଲେ

ଯାଜପୁର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ୍ ନିଜ ବିଧାୟକ ପାଣ୍ଠିର ୨୦୨୦-୨୧ ର ସମସ୍ତ ଅର୍ଥ ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି । ଏହା ସହ ସେ…

ଇରାନରୁ ଫେରିଲେ ୨୭୭ଜଣ ଭାରତୀୟ

ଯୋଧପୁର() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ବର ୧୯୬ଟି ଦେଶକୁ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା କରୋନାରେ ୧୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । କରୋନା ପ୍ରଥମେ ଚୀନ୍, ପରେ ଇରାନ ଇଟାଲୀରେ ନିଜର କାୟା ବିସ୍ତାର…

ସ୍ଥଗିତ ରଖିଲା ଫ୍ଲିପକାର୍ଟ ସେବା

ନୂଆଦିଲ୍ଲୀ () ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିବାରୁ ପ୍ରମୁଖ ଇ-କମର୍ସ ସଂସ୍ଥାନ “ଫ୍ଲିପକାର୍ଟ’ ସାମୟିକ ଭାବେ ନିଜର ସେବା ସ୍ଥଗିତ ରଖିଥିବା କଥା ବୁଧବାର ଦିନ କହିଛି । ୱେବସାଇଟରେ ଏକ ବାର୍ତ୍ତାରେ ଫ୍ଲିପକାର୍ଟ କହିଛି: ହେଲୋ ଭାରତୀୟ ବନ୍ଧୁଗଣ, ଆମେ ସାମୟିକ ଭାବେ…

ଅଚାନକ ଯାଜପୁର ମେଡିକାଲରେ ସ୍ୱାସ୍ଥ୍ୟ ସଚିବ

ଯାଜପୁର ଟାଉନ : ଓଡିଶା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲରେ ଥିବା କରୋନା ଆଇସୋଲେସନ୍ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି…

ଲକ ଡାଉନ ଜୋରଦାର : ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ

ଯାଜପୁର ଟାଉନ : ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କଲେ ଜିଲ୍ଲାପାଳ ରଞ୍ଜନ ଦାସ । ସାରା ଜିଲ୍ଲାରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଛକ ବଜାରରେ ଅଯଥା ଗହଳି କରି…

ଆଜି ହିଁ ଘରେ ବାନାନ୍ତୁ “ବେଙ୍ଗଲୀ ଦହି ମାଛ”

ବର୍ତ୍ତମାନ ସରକାର ସାରା ଦେଶକୁ ଲକଡାଉନ କରିଦେଇଛନ୍ତି । ତେବେ ଘରେ ବସି ବସି ବୋର ହେବା ଅପେକ୍ଷା ଆପଣ ଭଲ ଭଲ ରୋଷେଇ କରି ନିଜ ପରିବାରକୁ ମଧ୍ୟ ଖୁଆଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବେଙ୍ଗଲୀ ମାନଙ୍କର ପ୍ରିୟ ରେସିପି ଦହି ମାଛ । ତେବେ ଆସନ୍ତୁ ଜାଣିବା କିପରି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାଶ୍ୟାଧିପତି ପୂର୍ଣ୍ଣବଳବାନ୍‌ ଯୋଗୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ପଶ୍ଚାତ୍‌ପଦ ହେବେନାହିଁ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ସକାଳୁ ସକାଳୁ ପାରିବାରିକ ମତପାର୍ଥକ୍ୟ ଜନିତ ମାନସିକ ଅସ୍ଥିରତା ଅନୁଭବ…

ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ । ଦେଶବ୍ୟାପୀ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣାକୁ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ନବୀନ କହିଛନ୍ତି, ‘ଏହି ବିପଦ ସମୟରେ ସମସ୍ତେ ଏକାଠି ହେବା । କରୋନା ମୁକାବିଲା ଏହି ସମୟର ବଡ଼ ଆହ୍ଵାନ । କରୋନା ମୁକାବିଲା…

‘ଥ୍ୟାଙ୍କ ଗଡ୍‌’ରେ ନଜର ଆସିବେ ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ : ପୁଣି ଥରେ ଅଜୟ ଦେବଗନଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ରାକୁଲ ପ୍ରୀତ ସିଂହ । ଏଥର ଜଣେ ନୁହେଁ, ବଲିଉଡ୍‌ର ଅନ୍ୟତମ ପପୁଲାର ଷ୍ଟାର୍‌ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ତାଙ୍କ ସହ ନଜର ଆସିବେ । ଫିଲ୍ମର ଟାଇଟଲ୍‌ ‘ଥ୍ୟାଙ୍କ ଗଡ୍‌’ । ସାମାଜିକ ହାସ୍ୟଭିତ୍ତିକ ଏହି ଫିଲ୍ମର…

କରୋନା ଯୋଗୁଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍‌

ଟୋକିଓ : କରୋନା ଯୋଗୁଁ ଅଲମ୍ପିକ କ୍ରୀଡାକୁ ଏକ ବର୍ଷ ଘୁଞ୍ଚାଯାଇଛି । ସାରି ବିଶ୍ୱରେ ଏବେ କରୋନା ଆତଙ୍କ ଖେଳାଇଛି । ଏଥିଯୋଗୁଁ ବିଶ୍ୱର ଅନେକ ଦେଶରେ ଲକ୍‌ଡାଉନ୍‌ । କେବଳ ସେତିକି ନୁହେଁ କାନାଡା ଅଲମ୍ପିକ୍‌ କ୍ରୀଡାକୁ ନିଜର ଖେଳାଳୀଙ୍କୁ ପଠାଇବ ନାହିଁ ବୋଲି ଘୋଷଣା କରିଥିଲା ।  ବିଶ୍ୱ…