Odia News Portal
Monthly Archives

March 2020

କରୋନା ମହାମାରୀରୁ ରକ୍ଷା ପାଇଁ ଦଇତାପତି ନିଯୋଗ ପକ୍ଷରୁ ଦୀପଦାନ

ପୁରୀ : ସାରା ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଚାରି ଆଡ଼େ ଆତଙ୍କର ବତା ବରଣ ତେବେ ମହାପ୍ରଭୁ  ଶ୍ରୀଜଗନ୍ନାଥ ସାରା ବିଶ୍ୱ ବାସୀଙ୍କୁ ଏହି ବିପଦ ରୁ ରକ୍ଷା କରନ୍ତୁ। ଏହି ପ୍ରାର୍ଥନା ନେଇ ସୋମବାର ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନିକଟରେ ଦୀପ ଲାଗି କରାଯାଇଛି।…

କରୋନା ମୁକାବିଲା ପାଇଁ ଆଗେଇ ଆସନ୍ତୁ ବିଧାୟକ ଓ ସାଂସଦ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ) ଦାନ କରିବା ସହ ଅନ୍ୟମାନେ ମଧ୍ୟ ଅନୁରୂପ ସହଯୋଗ କରନ୍ତୁ ବୋଲି ଅପିଲ କରିବାପରେ ବିଜେଡି ପକ୍ଷରୁ ତ୍ୱରିତ୍ ସକରାତ୍ମକ…

ଲଣ୍ଡନରୁ ଫେରି ଏକାନ୍ତବାସରେ ସୋନମ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି ସୋନମ କପୁର ଆହୁଜା। କିଛିଦିନ ତଳେ ସେ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଲଣ଼୍ଡନରୁ ଭାରତ ଫେରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତା ଅବଲମ୍ବନ କରି ସୋନମ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି। ସୋନମ ଲଣ୍ଡନରୁ…

ଦ୍ୱିତୀୟଥର ପାଇଁ ବାପା ହେବାର ଗୌରବ ଲାଭ କଲେ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱ ଏବେ କଠିନ ସମୟ ଦେଇ ଗତି କରୁଛି। କିନ୍ତୁ ଏଭଳି ସମୟରେ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଜୀବନର ବଡ଼ ଖୁସି ଖବର ମିଳିଛି। ସୋମବାର ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଫଳରେ ରାଇନା ଦ୍ୱିତୀୟଥର ପାଇଁ ବାପା…

ବେଳାଭୂମିରେ ୧୬ ଫୁଟର ମୃତ ତିମି ଠାବ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ଣରେ ଏକ ମୃତ ତିମି (ହ୍ୱେଲ୍‌ ଶାର୍କ) ଠାବ କରାଯାଇଛି । ପ୍ରାୟ ୨ଟନ୍‌ ଓଜନର ଏହି ତିମି ୧୬ ଫୁଟ ୪ ଇଞ୍ଚର ବୋଲି ଜଣାଯାଇଛି । ଏହାର ଗୋଲେଇ ପ୍ରାୟ ୮ ଫୁଟ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନିକଟସ୍ଥ ନୂଆବକ୍ସିପଲ୍ଲୀରେ ଶନିବାର…

ରାଜ୍ୟ ସରକାରଙ୍କ ୧୪ଟି ଜିଲ୍ଲାରେ ଲକ୍‌ ଡାଉନ୍‌

ଭୁବନେଶ୍ୱର : ରାଜ୍ୟ ସରକାର ମୋଟ୍‌ ୧୪ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର ,ଭଦ୍ରକ , ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପୂର୍ବରୁ ୫ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା ।…

ଏହି ତାରିଖରୁ ଦେଶରେ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ରାତିରୁ ଦେଶରେ ସମସ୍ତ ବିମାନ ଚଳାଚଳ ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୫ ତାରିଖ ରାତି ୨୩.୫୯ ବା ମଧ୍ୟ ରାତ୍ରୀରୁ ଦେଶରେ ଯାତ୍ରୀ ପରିବହନ…

୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ । କୋରନା ମୁକାବିଲା ପାଇଁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ(କୋଭିଡ୍-୧୯ ଫଣ୍ଡ)କୁ ସୋମବାର ୩ ମାସର ଦରମା ଦାନ କରିବା ସହ କୋଭିଡ୍-୧୯ ଫଣ୍ଡକୁ ଦାନ ଦେବାକୁ ଅପିଲ୍ କରିଛନ୍ତି…

କାଷ୍ଟିଂ କାଉଚ୍‌ ଉପରେ ଅନୁଷ୍କା କଣ କହିଲେ ଆସନ୍ତୁ ଜାଣିବା

ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା କାଷ୍ଟିଂ କାଉଚ ନୂଆ କଥା ନୁହେଁ । ତେବେ ଏହି କଥା ସେହି ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ ଭିତରେ ଦବି ଯାଏ । କ୍ୱଚିତ୍‌ ଅଭିନେତ୍ରୀ କାଷ୍ଟିଂ କାଉଚ୍‌ ସମ୍ପର୍କରେ ବାହାରେ ପ୍ରକାଶ କରିବାକୁ ସାହସ କରନ୍ତି । ଏମିତି ଅଭିନେତ୍ରୀ ଜଣକ ହେଲେ ବାହୁବଳୀ ଅଭିନେତ୍ରୀ…

କଟକଣା ନମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର,() ରାଜ୍ୟରେ କରୋନା ଭାଇରସକୁ ନେଇ ଲକ୍-ଡାଉନ୍ ଘୋଷଣା କରାଯିବା ପରେ କିଛି ଲୋକ ଏହାକୁ ବେଖାତିର କରୁଛନ୍ତି । କିଛି ଲୋକ ସହଯୋଗ କରୁନଥିବାରୁ ଘରୋଇ ଗାଡି ଚଳାଚଳ ପାଇଁ କଟକଣା ଲାଗୁ ହୋଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…