Odia News Portal
Monthly Archives

March 2020

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

କୋରାପୁଟ : ମାଛକୁଣ୍ଡ ଥାନା କଂଚନା ଗାଁରେ ଚାଞ୍ଚଲ୍ୟ। କାର ଭିତରେ ମୃତଦେହ । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କାର୍‌ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଘରର ବାହାରେ ଖେଳୁଥିବାବେଳେ ହତାଠ୍‌ ନିଖୋଜ ହୋଇଯାଇଥିଲେ। ଏନେଇ…

ଏହି ଭାରତର ପେସ୍‌ ବୋଲର୍‌ଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ କରିଥିଲେ ତାଙ୍କ ପତ୍ନୀ, କାହିଁକି ଜାଣନ୍ତୁ

ମମ୍ବାଇ : ଭାରତର ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର । ଭୁବନେଶ୍ୱରଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଥିଲା । ତେବେ ତାଙ୍କ ଫେସ୍‌ବୁକ୍‌କୁ କିଏ ହ୍ୟାକ୍‌ କରିଥିଲେ ସେ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କାମ କରିଥିଲେ ଭୁବନେଶ୍ୱରଙ୍କ ପତ୍ନୀ ନୂପୁର । ଆଉ କାରଣ ବି ଚମକାଇ ଦେଲା ଭଳି ।…

ଖାଦ୍ୟ ସୁରକ୍ଷା ଯୋଜନା : ଆଉ ୫ ଲକ୍ଷ ସାମିଲ

ଭୁବନେଶ୍ବର : ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତି । ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧…

କ୍ୱାରେଣ୍ଟାଇନ୍‌କୁ ଗଲେ ଆଇପିଏସ୍‌ ସଞ୍ଜୀବ ପଣ୍ଡା

ରାଜ୍ୟର ଆଉ ଜଣେ ଜଣାଶୁଣା ବ୍ୟକ୍ତି କ୍ୱାରେଣ୍ଟାଇନ୍‌କୁ ଗଲେ । ଏକଥା ନିଜେ ଟୁଇଟ୍‌ କରି ଜଣାଇଲେ । ସେ ହେଉଛନ୍ତି ଆଇପିଏସ୍‌ ଅଫିସର୍‌ ତଥା ପରିବହନ କମିଶନର୍‌ ସଞ୍ଜୀବ ପଣ୍ଡା । ସେ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ତାଙ୍କ ଝିଅ ଆମେରିକାରୁ ଫେରିଛନ୍ତି । ତାଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ…

ଦେଶରେ ୩ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ୧୫ ଛୁଇଁଲାଣି । ପ୍ରତିଷେଧ ମୂଳକ ପଦକ୍ଷେପ ଭାବେ…

ଯୁବତୀଙ୍କ ନଗ୍ନ ଫଟୋକୁ ଭାଇରାଲ କରି ଯୁବକ ଗିରଫ

ଯାଜପରୁ : ପ୍ରଥମେ ଯୁବତୀଙ୍କ ସହ ପ୍ରେମ ସଂପର୍କ ପରେ ପ୍ରତାରଣା । ବିବାହ ପାଇଁ ଅରାଜି ହେବାରୁ ଯୁବତୀଙ୍କ ନଗ୍ନ ଫଟୋକୁ ଭାଇରାଲ କରି ଯୁବକ ଗିରଫ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପରୁ ଜିଲ୍ଲା ଧର୍ମଶାଳା ଅଂଚଳରୁ । ଘଟଣାରେ ସଂପୃକ୍ତ ଯୁବକ କେନ୍ଦୁଝର ଜିଲ୍ଲା ଜଳେଶ୍ୱରପୁର ଗ୍ରାମର…

ଅଭିନେତା ପ୍ରଭାସ ରହିଲେ କ୍ୱାରେଣ୍ଟାଇନ୍‌ରେ

ତେଲ୍‌ଗୁ ସୁପରଷ୍ଟାର ତଥା ବାହୁବଳୀ ଫିଲ୍ମର ଅଭିନେତା ପ୍ରଭାସ କ୍ୱାରେଣ୍ଟାଇନ୍‌ରେ ଥିବା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି । ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ବିଦେଶରେ ଥିଲେ । ଶନିବାର ଭାରତ ଫେରିବା ପରେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ଵତି ନେଇଛନ୍ତି । କରୋନା ସଂକ୍ରମଣର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କର ପ୍ରତ୍ୟେକ କାମରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ। ଆର୍ଥିକ ସ୍ଥିତି, ସ୍ଥଗିତକାମ, ଆଲୋଚନା ଓ ଭ୍ରମଣ ପ୍ରଭୃତିରେ ବିଶେଷ ଅସୁବିଧା ହେବନାହିଁ। ପାପଗ୍ରହ ପ୍ରଭାବରେ ଘର କଥା ହେଉ କିମ୍ବା କର୍ମକ୍ଷେତ୍ରରେ ସବୁ କାମ ଗୋଳିଆ ରହିବ। ନିଜ…

ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ଦର୍ଶନ କଟକଣା

ପୁରୀ : କରୋନା ଭୂତାଣୁ ସଂକ୍ରମଣରୁ ସଚେତନତା କରାଇବା ସହ ସତ୍ୟବାଦୀରେ ଥିବା ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି। ଏ ନେଇ ଶନିବାର ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିରରେ ଦର୍ଶନ ବନ୍ଦ କରି ଦିଆଯାଇଛି। ଏଥି ସହିତ ଭକ୍ତ ଆସି ବାହାରୁ ମାଙ୍କୁ ଦର୍ଶନ କରି…

କମିଲା ବସ ଭଡା

ଭୁବନେଶ୍ୱର : କମିଲା ବସ୍ ଭଡା। ଏକ୍ସପ୍ରେସ ଓ ଅଡିନାରୀ ବସର କମିଲା ଭଡା। କିଲୋମିଟର ପିଛା ଅଡିନାରୀ ଓ ଏକ୍ସପ୍ରେସ ବସ ଭଡା ୧ ପଇସା କମିଛି। ସେହିପରି ଡିଲକ୍ସ ଓ ଏସି ବସ କିଲୋମିଟର ପିଛା ୨ ପଇସା ଲଖାଏଁ କମିଛି। ଯେହେତୁ  ଡିଜେଲର ଦର କମିଛି ସେଥିପାଇଁ ବସ ଭଡା କମାଯାଇଥିବାର ପରିବହନ…