ଲଞ୍ଚ ହେଲା ସୁଜୁକିର ନୂଆ ବାଇକ୍ : ଆସନ୍ତୁ ଜାଣିବା କେତେ ଦାମ୍
ନୂଆଦିଲ୍ଲୀ : ଜାପାନୀ ଦୁଇ ଚକିଆ ଗାଡ଼ି ନିର୍ମାତା କମ୍ପାନୀ ସୁଜୁକୀ ଭାରତୀୟ ବଜାରରେ ନିଜର ହ୍ବିଲକ୍ ଲାଇନ-ଅପକୁ ଅପଡେଟ୍ କରିବାରେ ଲାଗିଛି। କମ୍ପାନୀ ନିଜର ସୁଜୁକି ଇଣ୍ଟ୍ରୃଡର ବାଇକକୁ ନୂଆ ବିଏସ୍୬ ଇଞ୍ଜିନ ସହ ଅପଡେଟ୍ କରି ଲଞ୍ଚ କରିଛି। ଆକର୍ଷଣୀୟ ଲୁକ୍ ଏବଂ ଦମଦାର ଇଞ୍ଜିନ୍ କ୍ଷମତା…
