Odia News Portal
Monthly Archives

March 2020

ଚହଲଙ୍କ ଟିକ୍ ଟକ ଭିଡିଓ ଭାଇରଲ

ଚୀନରୁ ବ୍ୟାପିଥିବା କାରୋନା ଭାଇରସର ପ୍ରଭାବ ଖେଳ ଉପରେ ବି ପଡିଛି । ଏଥିଯୋଗୁ ଅନେକ ଇଭେଣ୍ଟ ସ୍ଥଗିତ ହୋଇଯାଇଛି । ଏହାରି ଭିତରେ କିଛି ଖେଳାଳି ନିଜ ପରିବାର ସହ ସମୟ ବିତାଉଥିବା ବେଳେ ଆଉ କିଛି ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି । ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ…

ଏହି ବଲିଉଡର ଲୋକପ୍ରିୟ ଗାୟିକା କରୋନା ଭାଇରସର ଶିକାର

‘ବେବିଡଲ’ ଭଳି ସୁପରହିଟ ଗୀତ ଗାଇଥିବା ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ ତାରିଖରେ ସେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ । ତେବେ ବର୍ତ୍ତମାନ ସେ ଲକ୍ଷ୍ନୌର KGMU ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ତାଙ୍କୁ…

୧୦୦ କୋଟି ଜନତାଙ୍କ ପ୍ରିୟ ଭାଜନ ହେଲେ ଏହି ମହିଳା ଓକିଲ

ଆଜି ସକାଳ ସମସ୍ତଙ୍କ ପାଇଁ ଏକ ନୂଆ ଆଶାର କିରଣ ଆଣିଛି। ଦୀର୍ଘ ୭ ବର୍ଷର ସଂଘର୍ଷ ପରେ ଆଜି ଅର୍ଥାତ ଶୁକ୍ରବାର ମିଳିଲା ନ୍ୟାୟ। କିନ୍ତୁ ଏହି ନ୍ୟାୟ ପାଇଁ ପୂରା ଦେଶ ଆଜି ଖୁସି। ଦିଲ୍ଲୀ ଗଣଦୁଷ୍କର୍ମ ମାମାଲାର ଚାରି ଦୋଷୀଙ୍କୁ ଆଜି ସକାଳ ୫.୩୦ରେ ଫାଶୀ ଦିଆଯାଇଛି। ଚାରି ଜଣ ନରରାକ୍ଷସଙ୍କୁ…

Airtelର ସ୍ପେଶାଲ ରିଚାର୍ଜ ପ୍ଲାନ, ଏକା ସାଥିରେ ମିଳିବ ଏହି ତିନୋଟି ସୁବିଧା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଏୟାରଟେଲ ଅନ୍ୟ ଟେଲିକମ କମ୍ପାନୀ ଗୁଡିକୁ କଡା ଟକ୍କର ଦେବା ପାଇଁ ଏକ ଖାସ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏହି ଖାସ ପ୍ଲାନ ଟିର one airtel ରଖାଯାଇଛି । ଏହି ପ୍ୟାକ ଟିରେ ୟୁଜର୍ସଙ୍କୁ ଏକା ସାଥିରେ ପୋଷ୍ଟପେଡ, ବ୍ରାଣ୍ଡପେଡ଼, ଡିଟିଏଚ ସମେତ…

କରୋନା ପାଇଁ ଆଗୁଆ ମିଳିବ ମଧୁବାବୁ ପେନସନ୍

ଭୁବନେଶ୍ୱର() ରାଜ୍ୟ ସରକାର କରୋନା ମୁକାବିଲା ଲାଗି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ଗାଁ ସ୍ତରରେ ମଧୁବାବୁ ପେନସନ୍ ମିଳିବ। ପଞ୍ଚାୟତ ବଦଳରେ ଏଥର ଗାଁ ସ୍ତରରେ ଏହି ପେନସନ୍ ଦିଆଯିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏହି…

ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର() ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। କୋଭିଡ-୧୯ ସମଗ୍ର ମାନବଜାତି ଲାଗି ଏକ ଆହ୍ବାନ। ଏହି ପରିପ୍ରେକ୍ଷୀରେ…

କରୋନା ନେଇ ବଢିଲା ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର() ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାରି ଭିତରେ ଆଉ ଏକ କଟକଣା ଜାରି…

କରୋନା ନେଇ ବଢିଲା ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର() ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାରି ଭିତରେ ଆଉ ଏକ କଟକଣା ଜାରି…

ଏଣିକି ସର୍ବସାଧାରଣରେ ଏକାଠି ହୋଇପାରିବେନି ୭ରୁ ଅଧିକଲୋକ

ଭୁବନେଶ୍ୱର() କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ବଜାର, ମାର୍କେଟ କମ୍ପେ୍ଲକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ବୋଲି ଜଣାପଡ଼ିଛି । କରୋନା…

ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ଲକ୍ଷ ହିତାଧିକାରୀ

ଭୁବନେଶ୍ବର() ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବର୍ତ୍ତମାନ ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅନୁସାରେ ୩ କୋଟି ୬୨ ଲକ୍ଷ ହିତାଧିକାରୀ ଲାଭବାନ ହେଉଛନ୍ତି ।…