୨୫ବର୍ଷ ପରେ ମନ କଥା ଖୋଲି କହିଲେ ଜୁହି ଚାୱଲା
ମୁମ୍ବାଇ : ଅଭିନେତ୍ରୀ ଜୁହି ଚାୱଲା ନିଜର ଚୁଲବୁଲି ଅନ୍ଦାଜ ପାଇଁ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ। ଯେତେବେଳେ ଜୁହି ଚାୱଲାଙ୍କ କ୍ୟାରିୟର ଉଚ୍ଚରେ ଥିଲା ଅର୍ଥାତ୍ ୧୯୯୫ରେ ଜୟ ମେହେଟ୍ଟାଙ୍କ ସହ ବିବାହ ବନ୍ଧନରେ ସେ ବାନ୍ଧି ହୋଇଥିଲେ। ଜୁହି ଚାୱଲା ଳୁଚିଛପି ବିବାହ…
