କ୍ୟାପିଟାଲ ହସ୍ପିଟାଲରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା
ଭୁବନେଶ୍ୱର : ରାଜଧାନୀରେ ପ୍ରଥମ କରୋନା ଚିହ୍ନଟ ହେବାପରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଚିକିତ୍ସା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କରୋନା ନାଁ ଶୁଣି ସାଧାରଣ ଲୋକେ ଡରୁଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ କିନ୍ତୁ ବୀର ସୈନିକଙ୍କ…
