କରୋନା ପାଇଁ ୧୪୪ ଧାରା ଜାରି
ଯାଜପୁର() କରୋନା ପାଇଁ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ଏକାଠି ହୋଇପାରିବେ ନାହିଁ ୫ରୁ ଅଧିକ ଲୋକ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଜିଲ୍ଲା ଭିତରକୁ ବାହାର…
