Odia News Portal
Monthly Archives

March 2020

୬୦ ଦିନ ପାଇଁ ମାଗଣା ୱାଇଫାଇ ପ୍ରଦାନ କଲା ଏହି ଦେଶ

ୱାଶିଂଟନ୍ : ଆମେରିକାରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମକଷ୍ଟ(Comcast) ୬୦ ଦିନ ପାଇଁ ମାଗଣା ୱାଇଫାଇ ପ୍ରଦାନ କରିବାକୁ ଘୋଷଣା କରିଛି । କରୋନା ଭାଇରସ ବ୍ୟାପିବାରୁ ଏମିତି ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା  ଲୋକମାନେ ନିଜ ପ୍ରିୟଜନଙ୍କ ସହ ସମ୍ପର୍କ ରଖିବାରେ  କୌଣସି ଅସୁବିଧା ନହେବ  ।…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ମୃତ ସ୍ବାମୀ ପୁଅ ଗୁରୁତର

ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି। ବିଷ ପିଇ ଜଣେ ମୃତ, ୨ ଗୁରୁତର। ସମ୍ବଲପୁର ଜିଲ୍ଲା କତରାବଗାରେ ଘରୋଇ କଳହରୁ ବିଷ ପିଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା…

ସରକାର ପ୍ରତିଦିନ ଦେବେ କରୋନା ରିପୋର୍ଟ

ଭୁବନେଶ୍ୱର() ଆସନ୍ତା ୬ ମାସ ପର୍ୟ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବ୍ରତ । ଏଥିସହ…

ପ୍ରଥମେ ହାତ ଧୁଅ ତାପରେ ଥାନାରେ ପସ

କଟକ : ବର୍ତ୍ତମାନ କରୋନା କୁ ରାଜ୍ୟ ସରକାର ମହା ବିପତ୍ତି ଘୋଷଣା କରିବା ପରେ ସମସ୍ତେ ତତ୍ପର ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ମଧ୍ୟ ବେଶ ତତ୍ପର ହୋଇଯାଇଛି। ଥାନାରେ ପଶିବା ପୂର୍ବରୁ ହାତ ଧୋଇଲେ ଉଭୟ କର୍ମଚାରୀ ଓ ସାଧାରଣ ଲୋକ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି…

ଶେଷରେ ଧରାପଡିଲା ଏମ ରାଇଡୁ

କଟକ ମହାନଦୀ ବିହାର ଅଞ୍ଚଳରୁ ବଡ଼ ଧରଣର ଲୁଟ ଘଟଣାର ପର୍ଦାଫାସ କଲା କମିଶନରେଟ ପୋଲିସ। ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଏମ ରାଇଡୁ। ତାକୁ ଗଂଜାମ ଅଞ୍ଚଳରୁ ଗିରଫ କରିଛି ପୋଲିସ ଓ ତା ନିକଟରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା, ଗୋଟେ ମୋବାଇଲ ଓ ଗ୍ୟାସ କଟର ମଧ୍ୟ ଜବତ କରିଛି। ସୂଚନାନୁସାରେ କଟକ…

ଏହି ଫିଲ୍ମ ପାଇଁ ରଣବୀରଙ୍କୁ ମିଳିଲା ୩ ଆଓ୍ଵାର୍ଡ, ପତ୍ନୀ ଦେଲେ ଏମିତି ରିଆକ୍ସନ୍‌

ଫିଲ୍ମ ଗଲିବୟରେ ଉତ୍ତମ ପ୍ରଦର୍ଶନ ପାଇଁ ଆକ୍ଟର ରଣବୀର ସିଂହଙ୍କୁ ଲଗାତାର ଗୋଟିଏ ପରେ ଗୋଟିଏ ଆଓ୍ଵାର୍ଡ ମିଳିଚାଲିଛି। ଫିଲ୍ମ ଫେୟାର ପରେ ଏବେ ଜି ସିନେମା ଆଓ୍ଵାର୍ଡ ମଧ୍ୟ ରଣବୀର ସିଂହଙ୍କୁ ମିଳିଛି। ଏହି ଆଓ୍ଵାର୍ଡ ମିଳିବା ପରେ ରଣବୀରଙ୍କୁ ଗଲିବୟ ପାଇଁ ମୋଟ୍‌ ୩ ଟି ପୁରସ୍କାର ମିଳିଛି।…

ଫୁଟବଲର୍‌ ମେସି ଲୋକଙ୍କୁ କଲେ କରୋନା ସଚେତନ

ଆର୍ଜେଣ୍ଟିନାର ଫୁଟବଲର୍‌ ଲିୟୋନଲ୍‌ ମେସି ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର କରିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଲୋକଙ୍କୁ ଅପିଲ କରି କହିଛନ୍ତି, ‘ଏହା ଦାୟିତ୍ୱ ତୁଲାଇବା ଏବଂ ଘରେ ରହିବାର ସମୟ। ଆମ ପାଇଁ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା ହେବା ଉଚିତ। ଏହା ପରିବାର…

ସାବଧାନ ସ୍କ୍ରିନିଂ ବେଳେ ବ୍ୟାପୁଛି କରୋନା

ନୂଆଦିଲ୍ଲୀ () ବର୍ତ୍ତମାନ ସାରା ବିଶ୍ୱବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା। କରୋନା ଯୋଗୁ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ଯାଉଥିବାରୁ ଏହି ରୋଗକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହାର ଔଷଧ ବାହାରିନଥିବାରୁ କରୋନାକୁ ନେଇ ଲୋକେ ଅଧିକ ଆତଙ୍କିତ…

ଶ୍ରୀମନ୍ଦିରରେ କରୋନା କଟକଣା

ପୁରୀ() ପୁରୀ ଏକ ଅନ୍ତର୍ଜାତିକ ଧର୍ମସ୍ଥଳୀ ଓ ପ୍ରର୍ଯ୍ୟଟନ କେନ୍ଦ୍ର ହୋଇଥିବା ଦୃଷ୍ଟିରୁ କରୋନା ଭଳି ଏକ ଭୟଙ୍କର ମହାମାରୀରୁ ରକ୍ଷା ପାଇବା ପାଇଁ ତୀର୍ଥଯାତ୍ରୀ ଓ ସେବାୟତଙ୍କ ଉପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ଆଜି ପୁରୀଠାରେ ଛତିଶା ନିଯୋଗ…

ଏହି ଜାତୀୟ ସ୍ତରର ସାମ୍ବାଦିକଙ୍କ ଆଦର୍ଶ ନବୀନ

ନୂଆଦିଲ୍ଲୀ() ଜାତୀୟ ସ୍ତରରେ ଆଗଧାଡିର ସାମ୍ବାଦିକ ରାଜଦୀପ ସରଦେଶାଇ ରାଜନୀତିକୁ ଆସିବା ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି, ଭବିଷ୍ୟତରେ ଯଦି ସେ ରାଜନୀତିକୁ ଆସିବେ ତେବେ ସେ ଆଉ କୌଣସି ନେତା ନୁହେଁ, ବରଂ…