Odia News Portal
Monthly Archives

March 2020

ଆତ୍ମା ଧୋଇଲେ ଦୂରେଇବ କରୋନା ଭାଇରସ୍ : ରାକ୍ଷୀ

ମୁମ୍ବାଇ : କରୋନା ଭାଇରସର ବିପଦ ଏବେ ବିଶ୍ୱବ୍ୟାପୀ ଚିନ୍ତାର କାରଣ ପାଲଟିଛି । ଅନେକ ଦେଶରେ ବ୍ୟାପିଥିବା ଏହି ଭୂତାଣୁର ସଠିକ୍ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ । ଏହାକୁ ଏଡାଇବାକୁ ସମସ୍ତେ ପରାମର୍ଶ ଦେଉଛନ୍ତି। ଏମିତିକି ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି…

ରେକର୍ଡ ହ୍ରାସ ପାଇଲା ସୁନା ଓ ରୂପାଦର, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ସୁନା ଓ ରୂପା ଦର ଯେତିକି ହ୍ରାସ ପାଇଛି । ଏହି ସପ୍ତାହ ମଧ୍ୟରେ ଏହାର ଦର ହ୍ରାସ ପାଇବାରେ ରେକର୍ଡ ହୋଇଛି । ସୁନା ଓ ରୂପା ଦରରେ ଲଗାତାର ହ୍ରାସ ପରିଲକ୍ଷିତ ହେଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ୪.୨୫…

କୟାମତ ସେ କୟାମତ ତକ୍‌ର କିସ୍ଂ ସିନ୍‌କୁ ନେଇ ଚର୍ଚ୍ଚା

ମୁମ୍ୱାଇ :  ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ପ୍ରସିଦ୍ଧ ଆମିର ଖାନଙ୍କ ଆଜି ଜନ୍ମଦିନ । ଆମିର ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ଆମିର ଖାନ ଦେଶର ଲୋକପ୍ରିୟ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ।  ସାରା ବିଶ୍ୱରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଆମିର ଖାନଙ୍କ ପୁରା ନାମ…

କରୋନା ଭାଇରସରେ ଆଉ ଜଣେ ମୃତ୍ୟୁ : ଭାରତର ସଂଖ୍ୟା ତିନି

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି…

ଜିଓ ଆଣୁଛି ବଡ ଧମାକା ! କଣ ଆସନ୍ତୁ ଜାଣିବା

ଜିଓ ପକ୍ଷରୁ ୨୦୧୭ରେ ପ୍ରଥମ ୪ଜି ନେଟଓ୍ଵାର୍କ ସପୋର୍ଟ ଫୋନ ଲଞ୍ଚ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହିJio phone ର ସଫଳତା ପରେ ପୁଣି ରିଲାଏନ୍ସ jio phone lite ଲଞ୍ଚ କରିବାକୁ ଯାଉଛି। ଏହାକୁ ନେଇ ଜିଓ ପ୍ରସ୍ତୁତି ଚଳାଉଛି। ଯାହାର ମୂଲ୍ୟ ୩୯୯ ଟଙ୍କା ହୋଇପାରେ ବୋଲି ଖବର…

ଚିକେନ୍ ,ଅଣ୍ଡା ଖାଇଲେ ବ୍ୟାପୁନି କରୋନା

ଭୁବନେଶ୍ୱର() ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି…

ଆପଣଙ୍କ ଫୋନରେ କରୋନା ଭାଇରସ, ଏପରି ସଫା କରନ୍ତୁ ନିଜର ଫୋନ

କରୋନା ଭାଇରସରୁ ବଞ୍ଚିବା ପାଇଁ କମ ସମୟ ବ୍ୟବଧାନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ଭିଡ଼ ସ୍ଥାନରୁ ବଞ୍ଚି ରହିବା ଭଳି ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହି ସମୟରେ ଏକ ଏପରି ଜିନିଷ ଯାହାକୁ ସଫା କରିବା ପାଇଁ ପ୍ରାୟ ଏତେ କେହି ଧ୍ୟାନ ଦେଉନାହାନ୍ତି । ତାହା ହେଉଛି…

ପୋଲ ଉଡାଇଦେବାକୁ ଲଗିଛି ଧମକ ପୂର୍ଣ୍ଣ ଚିଠି

ଗଜପତି : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ନିକଟସ୍ଥ କୂଆଁପଡା ପୋଲରେ ଲଗାଯାଇଛି ଧମକ ପୂର୍ଣ୍ଣ ଚିଠି। ଏହି ଚିଠିରେ ଲେଖାଯାଇଛି  ଯେ ‘ବ୍ରିଜ୍ ଦେଇ  କେହି ଯାଆନ୍ତୁ  ନାହିଁ, କାହିଁକିନା  ଏହି ବ୍ରିଜଟିକୁ ବ୍ଲାଷ୍ଟିଂ କରାଯିବ’। ଏଭଳି ଧମକପୂର୍ଣ୍ଣ ଚିଠି କିଏ ଓ କାହିଁକି…

ଏହି କାରଣ ପାଇଁ ସ୍ଥଗିତ ହେଲା ପଦ୍ମ ପୁରସ୍କାର ଉତ୍ସବ

ନୂଆଦିଲ୍ଲୀ() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ୮୩ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ପାଇଁ ଘୁଞ୍ଚିଛି ପଦ୍ମ ପୁରସ୍କାର ପ୍ରଦାନ ସମାରୋହ । ଏପ୍ରିଲ ୩ ରେ ରାଷ୍ଟ୍ରପତି ଭବନରେ ହେବାର…

କରୋନାକୁ ନେଇ ରାଜନୀତି କରିବା ଉଚିତ ନୁହେଁ

ଭୁବନେଶ୍ୱର() ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନ । ଆଉ ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ୟ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟ ଏହାକୁ…