କରୋନା ମୁକାବିଲା ପାଇଁ ଟିମ ଗଠନ କଲା BMC
ଭୁବନେଶ୍ୱର() କରୋନା ମହାମାରୀ ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ…
