Odia News Portal
Monthly Archives

March 2020

କରୋନା ଭାଇରାସ୍‌ ଯୋଗୁ ତାଙ୍କ ଦେଶ ଇଟାଲିରେ ପରିସ୍ଥିତି ଗମ୍ଭୀର : ପରିଣିତି ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି। ବୁଧବାର ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିରେ ରହୁଥିବା କ୍ରିଷ୍ଟିନ୍‌ ହିଗିଙ୍ଗ୍‌ସଙ୍କ ପୋଷ୍ଟକୁ ଶେୟାର କରିଛନ୍ତି। କ୍ରିଷ୍ଟିନ୍‌ ନିଜ ପୋଷ୍ଟରେ କହିଛନ୍ତି, ‘କରୋନା ଭାଇରାସ୍‌ ଯୋଗୁ…

ସୁନା ଦାମ୍ ଲଗାତର ଦ୍ୱିତୀୟ ଦିନ ହ୍ରାସ : ୧୦ ଗ୍ରାମ ସୁନାର ଦାମ୍ ଏତିକି…

ନୁଆଦିଲ୍ଲୀ : ସୁନା ଦାମ୍ ଲଗାତର ଦ୍ୱିତୀୟ ଦିନ ହ୍ରାସ ପାଇଛି । ଗୁରୁବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନା ଦାମ୍ ୧୨୮ ଟଙ୍କା ଖସିଆସିଛି । କହିରଖୁଛୁ ବୁଧବାର ସୁନା ଦାମ୍ ୫୧୬ ଟଙ୍କା ପ୍ରତି ୧୦ ଗ୍ରାମ ଖସିଥିଲା । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ…

ଭଲ ସ୍ୱାମୀ ପାଇ ମୁଁ ବହୁତ ଖୁସି : ଝିଲିକ

ଭୁବନେଶ୍ୱର : ବାପାଙ୍କ ଭଳି ଶ୍ୱଶୁର,ଘରଠୁ ଅଧିକ ଶାଶୂଘର ଓ ଭଲ ସ୍ୱାମୀ ପାଇ ମୁଁ ବହୁତ ଖୁସି । ମୋ ଖୁସିର ସୀମା ନାହିଁ । ଏଭଳି କିଛି ଗଣମାଧ୍ୟମ ସମ୍ମୁଖରେ ଆଜି କହିଛନ୍ତି ଅଭିନେତ୍ରୀ ତଥା ବିଧାୟକ ଡ୍ୟାନି ଘଡେଇଙ୍କ ପତ୍ନୀ ଝିଲିକ । ବିବାହ ର ପରଦିନ ଅର୍ଥାତ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ…

ସାଇକେଲରେ ବୁଲି ବୁଲି ସ୍ୱଚ୍ଛତାର ତଦାରଖ କଲେ ଜିଲ୍ଲାପାଳ

ବ୍ରହ୍ମପୁର : ସାଇକେଲରେ ବ୍ରହ୍ମପୁର ସହରର ବିଭିନ୍ନ ସାହି ବୁଲି ବୁଲି ସ୍ୱଚ୍ଛତାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ଗତ ଏକ ମାସ ହେଲା ରାତିରେ ସଫେଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ସକାଳ ସମୟରେ କିଭଳି ଦେଖାଯାଉଛି ସହର…

ଏହି ମନ୍ଦିରକୁ ବିଦେଶୀ ନାଗରିକଙ୍କ ଏଣ୍ଟ୍ରି ବ୍ୟାନ, ଜାଣନ୍ତୁ କାରଣ …

ତିରୁମାଲା ଭେଙ୍କେଟେଶ୍ବର ମନ୍ଦିର ଟ୍ରଷ୍ଟ ବିଦେଶୀ ନାଗରିକଙ୍କୁ ମନ୍ଦିର ଭିତରକୁ ବ୍ୟାନ କରିବା ପାଇଁ ସୋମବାର ଅପିଲ କରିଛି । ଦର୍ଶନ ପାଇଁ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଏପରି ପଦକ୍ଷେପ ନେଇଛି । ମନ୍ଦିରର ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ…

ଲଗାଣ ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଳା : ଗତ ସେପଟେମ୍ବର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ର ଅବସ୍ଥା ଯାହା ହୋଇଥିଲା ଆଜି ପ୍ରଥମ ଦିନିକିଆ ମ୍ୟାଚ୍‌ର ଅବସ୍ଥା ମଧ୍ୟ ସେଇଆ ହୋଇଛି । ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଯାଇଛି । ପଡ଼ିଆ ଓଦା ରହିବା ସହ ଲଗାତର…

କେବଳ ଏହି ଉପଭୋକ୍ତାଙ୍କୁ ଫୋନ କଲେ ଶୁଣିବାକୁ ମିଳିବ କରୋନା ସଚେତନତା କଲର ଟ୍ୟୁନ

ନୂଆଦିଲ୍ଲୀ() ବିଶ୍ୱ ବ୍ୟାପୀ ଏକ ଲକ୍ଷରୁ ଅଧିକ ଲୋକଙ୍କୁ କରୋନାଭାଇରସ୍ ରୋଗ ହୋଇଥିବା ଜଣାଯାଇଛି ଏବଂ ଏହି ଜୀବାଣୁ ଯୋଗୁଁ ୩୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତରେ ମଧ୍ୟ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସଂଖ୍ୟା ବର୍ତ୍ତମାନ ୭୩ ରେ ପହଞ୍ଚିଛି। ଏହି ବିଶ୍ୱ ସଙ୍କଟର…

ବିକାଶ ହେବ ନେମାଳୋ ପୀଠ

ଭୁବନେଶ୍ୱର() କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠସ୍ଥଳୀ ତଥା ପ୍ରସିଦ୍ଧ ନେମାଳୋ ପୀଠର ବିକାଶ କରାଯିବ। ଏନେଇ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ମୁଖ୍ୟ ରହିବି କିନ୍ତୁ ମୁଖ୍ୟମନ୍ତ୍ରୀ ହେବି ନାହିଁ

ଚେନ୍ନାଇ() ରାଜନୀତିରେ ସୁପରଷ୍ଟାର ରଜନୀକାନ୍ତ । ସେ ଏକ ଦଳ ଗଠନ କରିବେ ଯେଉଁଥିରେ ସରକାର ଓ ଦଳ ପୃଥକ ଭାବେ କାର୍ୟ୍ୟ କରିବେ ବୋଲି କହିଛନ୍ତି। ଅର୍ଥାତ ସେ ଦଳର ମୁଖ୍ୟ ରହିବେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଯେଉଁ ନେତା ଦଳର ସଭାପତି ହେବ ସେ ମୁଖ୍ୟମନ୍ତ୍ରୀ ହେହ ନାହିଁ ବୋଲି…

୩୧ ବର୍ଷ ପୂରଣ କଲା WWW, ଜାଣନ୍ତୁ କିଏ ଏବଂ କେଉଁଠି ଏହାକୁ ସ୍ଥାପନ କରିଥିଲେ …

ଓ୍ବାଶିଂଟନ () ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍ଡ ଓ୍ବାଇଡ୍ ଓ୍ବେବ୍)କୁ ଗୁରୁବାର ୩୧ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏଭଳି ଓ୍ବେବସାଇଟ୍ ସହିତ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ମିଳିତ ଭାବେ କାର୍ୟ୍ୟ କରି ବେଶ୍ ସଫଳତା ହାସଲ କରିପାରିଛି। ଇଣ୍ଟରନେଟ୍ ଅନେକ…