Odia News Portal
Monthly Archives

March 2020

ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ବାଂଟିଲେ ମନ୍ତ୍ରୀ

ଭୁବନେଶ୍ୱର() କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଖେଳିଯାଇଛି ଭୟର ବାତାବରଣ । ତେବେ ଓଡିଶାରେ କରୋନାକୁ ସେଭଳି କୌଣସି ମାମଲା ଏପର୍ୟ୍ୟନ୍ତ ସାମ୍ନାକୁ ଆସିନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । କରୋନା ସମ୍ପର୍କରେ ସଚେତନ କରିବାକୁ ମନ୍ତ୍ରୀ ବୁଲିଲେ ସ୍କୁଲ ।…

ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ, ରାଜ୍ୟ ସରକାର ନୁହେଁ

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀ । ସେ କହିଛନ୍ତି ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ…

ବିଶ୍ୱମହାମାରୀ କରୋନା

ନୂଆଦିଲ୍ଲୀ()  କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭାଇରସ ବିଶ୍ୱର ୧୦୪ରୁ ଅଧିକ ଦେଶକୁ ବ୍ୟାପିସାରିଛି । ଏବେ ବିଶ୍ୱବ୍ୟାପି ୪୬୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧ ଲକ୍ଷ ୨୬ ହଜାର୧୪୧ ଜଣ ଲୋକ ସଂକ୍ରମଣର ଶିକାର…

ଏହି ଅଭିନେତ୍ରୀଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ

ଭୁବନେଶ୍ୱର()  ଅଭିନେତ୍ରୀ ଝିଲିକଙ୍କୁ ବିବାହ କଲେ ପ୍ରୀତିରଞ୍ଜନ ଘଡେଇ । ଗତକାଲି ହୋଟେଲ ସ୍ୱସ୍ତି ଚିଲିକାରେ ନିକଟତମ ସଂପର୍କୀୟଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରୀତିରଂଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ । ତେବେ ଏ ବିବାହ ଅତି ଗୋପନୀୟ ଭାବରେ ହୋଇଥିବାରୁ…

ମୁଣ୍ଡପିଛା ଆୟରେ କେନ୍ଦୁଝର ପ୍ରଥମ

ଭୁବନେଶ୍ୱର() ରାଜ୍ୟରେ ମୁଣ୍ଡପିଛା ଆୟ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଆଗରେ ରହିଛି । କୃଷି, ଶିଳ୍ପ, ସେବା ଓ ଆନୁଷଙ୍ଗିକ ସୁବିଧା କ୍ଷେତ୍ରରେ କେନ୍ଦୁଝର ୧ ନମ୍ବର । ୨୦୦୪-୦୫ ଆର୍ଥିକ ବର୍ଷ ଆଧାରରେ କେନ୍ଦୁଝର ଆଗରେ ରହିଛି ବୋଲି ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ…

୧୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର()  ମରାଠାଠାରୁ ଦକ୍ଷିଣ ତାମିଲନାଡୁ ଯାଏଁ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି । ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୨ଟି…

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର

ଭୁବନେଶ୍ୱର () ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର । ସେହି ନମ୍ବରକୁ ଫୋନ୍ କଲେ ହିଁ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିଯିବ। ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରଖିବାକୁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ପରାମର୍ଶ ଦେଇଥିଲା।…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଦା : ଜବତ ହେଲା ୮୭ଗ୍ରାମ ବ୍ରାଉନସୁଗାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ଖୋର୍ଦ୍ଦା ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। କମିଶନରେଟ ପୋଲିସ ଡ୍ରଗ ଟ୍ୟାକ୍ସ ଫୋର୍ସ ୨ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉରେ ୮୭ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଧର୍ମଶାଳା : ଆଜି ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଗତ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଓ ଟେଷ୍ଟ ସିରିଜ୍‌ ପରାଜୟକୁ ଭୁଲି କୋହଲିବାହିନୀ ଘରୋଇ ପରିବେଶରେ ନୂଆ ଆରମ୍ଭ କରିବାକୁ…

ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ

ଭୁବନେଶ୍ବର :  ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ । ଚାଲାଣ କାଟିଛି ଭୁବନେଶ୍ୱର RTO । ଗାଡ଼ିରେ ନଥିଲା ଫିଟ୍‍ନେସ । ସେହିପରି ଇନସ୍ୟୁରାନ୍ସ ନଥିବା ବେଳେ ବିନା ରୋଡ୍‌ ପରମିଟରେ ଚାଲୁଥିଲା ଗାଡ଼ି । ଯାଞ୍ଚ ବେଳେ ଧରାପଡ଼ିଥିଲା । ଗାଡ଼ି ଟ୍ୟାକ୍ସ ଦେଉ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି ।…