Odia News Portal
Monthly Archives

March 2020

ବିଶ୍ଵ ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ବିଶ୍ଵ ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ ଦେବେ ସେ।ଡି । ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ଦେବେ ସୋଡି ୨୦୧୨ରେ ମାଓ ସଂଠନରେ ଯୋଗ ଦେଇଥିଲେ । ଗତ ଆଠ ବର୍ଷ ମଧ୍ୟରେ ଛତିଶଗଡ ଓ ମାଲକାନଗିରି…

ଲଜ୍ଜାଜନକ ଘଟଣା : ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗି ଦୁଇ ଗିରଫ

କଟକ :  କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି।  ସିଢେ। ପଂଚାୟତର ତାରିଣୀଛକ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଦୁର୍ବୃତ୍ତମାନଙ୍କର ଏଭଳି ହୀନ ମାନସିକତାକୁ ସାଧାରଣ ଲୋକେ ଘୋର ନିନ୍ଦା କରିଛନ୍ତି। କିନ୍ତୁ…

ଭାରତୀୟ ଦଳ ଘୋଷିତ : ରୋହିତଙ୍କୁ ବିଶ୍ରାମ, ଫେରିଲେ ଏହି ଖେଳାଳୀ

ନୁଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ସିରିଜ ହାରିବା ପରେ ଭାରତୀୟ ଟିମରେ ବଡ ପରିବର୍ତ୍ତନ ହୋଇଛି । ବିସିସିଆଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବାକୁ ଥିବା ୱନଡେ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ଟିମକୁ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ୱର ଓ ଶିଖର ଧୱନ ରିଟର୍ଣ୍ଣ କରିଛନ୍ତି । ଏହି…

ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ

ବରଗଡ଼ :  ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ । ବରଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଉଦାହରଣ ସୃଷ୍ଟି କଲେ ମହିଳା । ସଦର ଥାନା ଅମ୍ବାପାଲିରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି କିଛି ମହିଳା । ଦେବରାଜ ରଣା ଓ କୁଅଁର ମୃତଦେହକୁ କୋକେଇରେ କାନ୍ଧେଇ…

ଜଗନ୍ନାଥଙ୍କ ଅର୍ଥର ସୁରକ୍ଷା ନକରି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତାଲିକାରେ ରହିଛି ବ୍ୟାଙ୍କ୍‍ । ଭାରତ ସରକାରଙ୍କ ଅଧିନରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାଙ୍କ୍‍ ଗୁଡିକ କାର୍ଯ୍ୟ କରିଥାଏ । ୟେସ୍‍ ବ୍ୟାଙ୍କ୍‍ ସିଡ୍ୟୁଲ ବ୍ୟାଙ୍କ୍‍ ହୋଇଥିବାବେଳେ କେନ୍ଦ୍ର ସରାକର ଓ ଭାରତୀୟ ରିଜର୍ଭ…

ସମୁଦ୍ର ବେଳାଭୂମିରେ ଗେମ୍‌ ଖେଳିଲେ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଏକ ତାଜା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀ ମଧ୍ୟ ନଜର ଆସୁଛନ୍ତି। ଏହି ୩ଜଣ ଆଗାମୀ ଫିଲ୍ମ ‘ସୂଯ୍ୟର୍ବଂଶୀ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲର ରିଲିଜ୍‌ ପରେ ଦର୍ଶକମାନେ…

ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ

ICC ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ । ଫାଇନାଲରେ ଭାରତକୁ ୮୫ ରନରେ ହରାଇ ୫ମ ଥର ପାଇଁ ବିଶ୍ୱ ବିଜେତା ହୋଇଛି କଙ୍ଗାରୁ ଦଳ । ୧୮୫ ରନ୍‌କୁ ଟାର୍ଗେଟ କରୁଥିବା ଭାରତୀୟ ମହିଳା ଦଳ ୧୯ ଦଶମିକ ୧ ଓଭରରେ ଅଲଆଉଟ ହୋଇଛି । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩୩ ରନ…

ମହିଳାମାନଙ୍କ ଚାଳିତ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅିଭଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତନ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକେ ପାଇଲଟ, ସହାୟକ ଲୋକେ ପାଇଲଟ ଏବଂ ଟ୍ରେନ ଗାର୍ଡମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ ଠାରୁ ପଲାସା ମଧ୍ୟରେ ଚଳାଚଳ। ସଶକ୍ତ…

ମୋଦିଙ୍କ ମହିଳା କଲ୍ୟାଣକାରୀ ଯୋଜନାରେ ମହିଳା ହେବେ ସମର୍ଥ : ମହିଳାମୋର୍ଚ୍ଚା

ଆଜିର ଦିନକୁ ନିର୍ଭୟାଙ୍କ ମାଁ ଶ୍ରୀମତୀ ଆଶାଦେବିଙ୍କୁ ଅର୍ପଣ କଲା ମହିଳା ମୋର୍ଚ୍ଚା ଭୁବନେଶ୍ୱର : ଓଡିଶାରେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ । ସେମାନଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ଆଜି ପ୍ରତିହତ ହୋଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଯେ, କେବଳ ମହିଳା ସଶକ୍ତିକରଣ ନୁହେଁ,…

ବଲିଉଡକୁ ଫେରୁଛନ୍ତି ଥ୍ରୀଲର, ହରର ଏବଂ ସେକ୍ସ ଡୋଜ ଦେଉଥିବା ନିର୍ଦ୍ଦେଶକ

ଭାରତୀୟ ଦର୍ଶକଙ୍କୁ ଥ୍ରୀଲର, ହରର ଏବଂ ସେକ୍ସ ଡୋଜ ଦେଉଥିବା ନିର୍ଦ୍ଦେଶକ ରାମଗୋପାଳ ବର୍ମା ପୁଣିଥରେ ବଲିଉଡକୁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି। ମାର୍ଶଲ ଆର୍ଟ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ରାମଗୋପାଳ ବର୍ମା। ଫିଲ୍ମର ନାମ ରହିଛି ‘ଏଣ୍ଟର ଦ ଗର୍ଲ ଡ୍ରାଗନ’। ଯେଉଁଥିରେ ରାମ…