Odia News Portal
Monthly Archives

March 2020

ରାତାରାତି ଷ୍ଟାର ପାଲଟିଥିବା ରାନୁ ଏବେ କେମିତି ଅଛନ୍ତି ? ଆସନ୍ତୁ ଜାଣିବା ତାଙ୍କ ଅବସ୍ଥା ସମ୍ପର୍କରେ…

ରାସ୍ତା କଡ଼ ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ। ସ୍ୱଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଥିବା ଏହି ମହିଳା ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହିମେଶ ରେଶମିଆଙ୍କ ଯୋଗୁ ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ଯେଭଳି ଖୁବ୍‌ କମ୍‌ ସମୟରେ…

କରୋନା ପାଇଁ facebookର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ()  କରୋନା ପାଇଁ ରାଜ୍ୟ,ଦେଶ ଓ ବିଶ୍ୱରେ ସମସ୍ତେ ଚିନ୍ତାରେ ରହିଥିବା ବେଳେ ସର୍ବବୃହତ୍ତ ସୋସିଆଲ ମିଡିଆ ସାଇଟ୍ ଫେସ୍ ବୁକ୍ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି।ଫେସବୁକ୍ ତାର ୩ଟି ଦପ୍ତରକୁ ଇତିମଧ୍ୟରେ ବନ୍ଦ କରିଥିବା ବେଳେ ଶହ ଶହ କର୍ମଚାରୀଙ୍କୁ ଛୁଟିରେ ଘରକୁ ପଠେଇ ଦେଇଛି।…

ଏହି ଅଭିନେତ୍ରୀ କହିଲେ ୟେସ୍ ବ୍ୟାଙ୍କରେ ଫସିଛିି କୋଟି କୋଟି ଟଙ୍କା

ମୁମ୍ବାଇ() ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ପରିମାଣ ଉପରେ ଅଙ୍କୁଶ ଘୋଷଣା କରିବା ପରେ ଲକ୍ଷ ଲକ୍ଷ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିରେ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବାପା ଶଶାଙ୍କ ରୋହତଗୀଙ୍କ ନାଁ ମଧ୍ୟ ସାମିଲ ରହିଛି। ଏହାକୁ ନେଇ ଟ୍ୱିଇଟର ଜରିଆରେ…

ରାଜ୍ୟସଭା ଟିକେଟ୍ ପାଇବା ପରେ ପ୍ରାର୍ଥୀ କହିଲେ ଏମିତି କଥା

ଭୁବନେଶ୍ୱର() ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଶ୍ରମିକଙ୍କ କଲ୍ୟାଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଥିବା ୪ ପ୍ରାର୍ଥୀଙ୍କ ନାମ ଘୋଷଣାରୁ ଜଣାପଡ଼ୁଛି । ପ୍ରାର୍ଥୀଙ୍କ…

ଜାଣନ୍ତୁ ୪ ରାଜ୍ୟସଭା ପ୍ରାର୍ଥୀଙ୍କ ବିଷୟରେ କିଛି ରୂଚକ କଥା…

ଭୁବନେଶ୍ୱର()  ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି । ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର, ଓ ମମତା ମହନ୍ତଙ୍କୁ ଟିକେଟ୍ ଦେଇଛି ବିଜେଡି ।…

ରମେଶଙ୍କୁ କ୍ୟାବିନେଟ ପାହ୍ୟା

ଭୁବନେଶ୍ୱର() ବରିÂ ବିଜେଡି ନେତା ରମେଶ ଚ୍ୟାଉପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ରମେଶଙ୍କୁ ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ସୂଚନା ମିଳିଛି ।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର() ଆଜି ବିଜେଡି ଆସନ୍ତା ରାଜ୍ୟସଭା ନୀର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଖାଲି ହୋଇଥିବା ୪ଟି ଆସନ ପାଇଁ ସର୍ବଶ୍ରୀ ସୁବାଷ ସିଂ, ମୁନା ଖାନ, ସୁଜିତ କୁମାର ଏବଂ ମମତା ମହନ୍ତ ପ୍ରାର୍ଥୀ…

ଏହି କାରଣ ପାଇଁ ହୋଲି ଖେଳିବେନି ନବୀନ

ଭୁବନେଶ୍ୱର() ଚଳିତ ବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ତଥା ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏହି ପରିସ୍ଥିତିରେ ପାଇଁ ହୋଲି ନଖେଳିବା ପାଇଁ ନିଷ୍ପତି ହେଇଛନ୍ତି ନବୀନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚିନା ମିଳିଛି ।

ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତିକୁ ଭରସା ଏସବିଆଇ

ନୁଆଦିଲ୍ଲୀ()ୟେସ୍ ବ୍ୟାଙ୍କକୁ ଶାହା ହେବ ଏସବିଆଇ । ୟେସ୍ ବ୍ୟାଙ୍କର ୪୯ % ଅଂଶଧନକୁ କିଣିପାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ସୂଚନା ଅନୁସାରେ , ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଆଜି ସାମ୍ବାଦିକ ସମ୍ବିଳନୀ କରି କହିଛନ୍ତି, ୟେସ୍ ବ୍ୟାଙ୍କକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ…

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଅଧ୍ୟାପକଙ୍କ ବ୍ରତ ହେଉ: ଅରୁଣ

ଭୁବନେଶ୍ୱର() ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିÂାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ…