Odia News Portal
Monthly Archives

March 2020

୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆଜି ବଜ୍ରପାତ ଆଶଙ୍କା ନେଇ ସତର୍କ ରହିବାକୁ ୫ଟି ଜିଲ୍ଲାକୁ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।ଏହି ୫ ଜିଲ୍ଲା ହେଲା କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ । ଏହା ସହ ରାଜ୍ୟର ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ମଧ୍ୟ…

ବବିଙ୍କ ବିରୋଧରେ ଗାତୁଆ ମୂଷା କିଏ ?

ଭୁବନେଶ୍ୱର ()ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସହଜରେ ହଜମ କରି ପାରୁନାହାନ୍ତି ଦଳୀୟ ନେତା। କାରଣ ଜଣେ ଯୁବ ବିଧାୟକଙ୍କ ନାଁ ନେଇ ପ୍ରଶଂସା କରିବା ହୁଏତ ନବୀନଙ୍କ କ୍ଷେତ୍ରରେ ନୂଆ, ବିରଳ ଓ…

ମହିଳା ଦିବସରେ ମହିଳାଙ୍କୁ ମାଗଣା ବସ୍ ସେବା

ଭୁବନେଶ୍ୱର() ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗାଇ ଦେବା ନେଇ କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ମହିଳା ମାନେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ମାଗଣାରେ…

ଓସା ହାଉସ୍‍ ପରିସରରେ ଭୋଜିଭାତ ଉପରେ କଟକଣା : ନିର୍ବାଚନ ପରେ ଅର୍ଥର ହିସାବ

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ ପରିସରରେ କୌଣସି ଭୋଜିଭାତ କିମ୍ବା ସଭା ସମିତି ହୋଇପାରିବ ନାହିଁ । ଏହା ଉପରେ ସଂଘର ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । ଏଥି ସହିତ ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଗତମାସ ୧୪ ତାରିଖରେ ଗଠନ ହୋଇଥିବା ନିର୍ବାଚନ କମିଶନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରିଥିବାରୁ ସୁନ୍ଦର ପାରିବାରିକ ଜୀବନ ଓ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ମନ ଖୁସୀ ରହିବ । ଶୁକ୍ରଙ୍କ ପ୍ରଭାବରେ ଆର୍ଥିକ ଉନ୍ନତି, ବନ୍ଧୁଗୃହକୁ ଯାତ୍ରା ସକାଶେ ମନ ବଳାଇପାରନ୍ତି । ବାଣିଜ୍ୟ,ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ…

ବବିଙ୍କୁ ବଦନାମ କରିବାକୁ ବୈଜୟନ୍ତଙ୍କ ସହ କିଏ କରିଛି ସାଜିସ, ଜାଣନ୍ତୁ …

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସହଜରେ ହଜମ କରି ପାରୁନାହାନ୍ତି ଦଳୀୟ ନେତା। କାରଣ ଜଣେ ଯୁବ ବିଧାୟକଙ୍କ ନାଁ ନେଇ ପ୍ରଶଂସା କରିବା ହୁଏତ ନବୀନଙ୍କ କ୍ଷେତ୍ରରେ ନୂଆ, ବିରଳ ଓ…

ରାଜ୍ୟପାଳ ଖେଳିବେନି ହୋଲି

ଭୁବନେଶ୍ୱର : ହୋଲି ମିଳନ ଯୋଗୁଁ କରୋନା ଭାଇରସ ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ କି କୌଣସି ହୋଲି ମିଳନ ଉତ୍ସବାଦିରେ ଯୋଗ ଦେବେ ନାହିଁ । ଭୟାବହ କରୋନା ଭାଇରସ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ସତର୍କତାମୂଳକ ପଦକ୍ଷେପ…

ନାତୁଣୀକୁ ଦୁଷ୍କର୍ମ କରି ଜେଜେ ଗିରଫ

ବଡବିଲ : କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଜଣେ ବାପ ଛେଉଣ୍ଡ ୧୩ ବର୍ଷୀୟା ନାବାଳିକା ନିଜ ସମ୍ପର୍କୀୟ ଜେଜେବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଗତ ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଲଜ୍ଜାକର ଘଟଣା ଘଟିଥିବାବେଳେ ନାବାଳିକାଙ୍କ ବୟାନକୁ ଭିତ୍ତି କରି ୬୫ ବର୍ଷୀୟ ବୃଦ୍ଧଙ୍କୁ…

ଆସିକାରେ ମାଷ୍ଟର୍‌ ସେଫ୍‌ ଅବିନାଶଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭଞ୍ଜନଗର : ମାଷ୍ଟର ସେଫ୍‌ ଇଣ୍ଡିଆ ସିଜିନ୍‌-୬ରେ ଚାମ୍ପିଅନ୍‌ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକଙ୍କୁ ଜନ୍ମ ମାଟିରେ ବିପୁଳ ସମ୍ବର୍ଦ୍ଧନା । ଗଞ୍ଜାମ ଜିଲ୍ଲା ଆସିକା ନିକଟ କାଳଷଣ୍ଢପୁରରେ ଅବିନାଶଙ୍କ ଘର । ଆଜି ସେ ଗାଁରେ ଆସି ପହଞ୍ଚିବା ପରେ ବିରାଟ ପଟୁଆର କରି ଶୋଭାଯାତ୍ରାରେ ତାଙ୍କୁ ଗାଁ…

କଣ ପାଇଁ ଘୁଞ୍ଚିଲା ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ, ଆସନ୍ତୁ ଜାଣିବା

କରୋନା ଭାଇରସକୁ ନେଇ ସାରା ଦୁନିଆରେ ଏବେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ଏହି ଭାଇରସ ଯୋଗୁଁ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଏହା ଭାରତରେ ମଧ୍ୟ ପ୍ରବେଶ କରିସାରିଛି । ତେବେ କରୋନା ଭାଇରସକୁ ଦୃଷ୍ଟିରେ ରଖି ସାରା ଦୁନିଆରେ…