Odia News Portal
Monthly Archives

March 2020

ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌

ଭୁବନେଶ୍ବର: ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌ । ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରିଥିଲା ପୋଲିସ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ । ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ହଜାର ଓ ନାବାଳକ ପାଇଁ ୨୫ହଜାର ଟଙ୍କା ଏପରି ଜଣ…

ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ, କଣ ପାଇଁ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ଭୟ ବ୍ୟାପିବାରେ ଲାଗିଛି । ଏହି ପରିସ୍ଥିତିରେ ଦିଲ୍ଲୀ ସରକାର ସମସ୍ତ ପ୍ରାଥମିକ ସ୍କୁଲକୁ ଆଗାମୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ପିଲାଙ୍କ ମଧ୍ୟରେ କରୋନା ଭାଇରସ୍‌ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାକୁ…

ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା

ଭୁବନେଶ୍ବର : ପୁଣି ଖାକିରେ ଲାଗିଲା କଳଙ୍କ । ନାବାଳିକା ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା । ସହିଦନଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ବିଜୟ ସେଠୀକୁ ଗିରଫ କଲା ପୋଲିସ । ବିଜୟ କ୍ୟାପିଟାଲ ଥାନରେ ହାବିଲଦାର ଭାବେ କାଯ୍ୟର୍ରତ । ପିଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ଗତ…

ଗଙ୍ଗାରେ ବୁଡ଼ ପକାଇଲେ ବିଶ୍ୱର ଏହି ସର୍ବଶ୍ରେଷ୍ଠ ଫିଲ୍ଡର

ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍‌ସ ବୁଧବାର ଭାରତର ଋଷିକେଶଠାରେ ପହଞ୍ଚିଥିଲେ। ଏଠାରେ ସେ ଗଙ୍ଗାରେ ବୁଡ଼ ପକାଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ଟୁଇଟରରେ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ ସହିତ କ୍ୟାପସନ ଲେଖିଛନ୍ତି ଯେ ‘ପବିତ୍ର ଗଙ୍ଗାର ଥଣ୍ଡା ପାଣିରେ ବୁଡ଼…

ଓଡିଶାବାସୀଙ୍କୁ ବାଟଵଣା କରୁଛି ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ସଫଳତାର ସହ ୨୦ବର୍ଷ ଶାସନକାଳ ପୂରଣ କରିବା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୪ ତମ ଜୟନ୍ତୀ ସମଗ୍ର ରାଜ୍ୟରେ ପାଳନ ହେଉଥିବା ବେଳେ ଏଥିରୁ ନଜର ହଟାଇବା ପାଇଁ ବିଜେପି ଲୋକଙ୍କୁ ବାଟବଣା କରିବାକୁ ଉଦ୍ୟମ ଚଳାଇଛି । ବିଜେପି…

ବିଜୁ ବାବୁଙ୍କ ଜୀବନ ଥିଲା ଏକ ସଂଗ୍ରାମୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପଞ୍ଚାୟତିରାଜ ଦିବସ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଂଚଳି ଅର୍ପଣ କରୁଛି । ବିଜୁ ବାବୁ ଜୀବନ ଥିଲା ଏକ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌

ଢ଼େଙ୍କାନାଳ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ । ଆଜି ସକାଳେ ଢ଼େଙ୍କାନାଳ ମହାଦିଆ ପାସେଞ୍ଜର ହଲ୍ଟ ନିକଟ ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଥିଲା । ଏନେଇ ଟ୍ରେନ୍‌ କିଛି ସମୟ ପାଇଁ ଅଟକି ରହିଥିଲା। ରେଳବିଭାଗ ପକ୍ଷରୁ ମରାମତି କରାଯିବା ପରେ ଟ୍ରେନ ଚଳାଚଳ…

ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଗିରଫ ହେଲେ ପ୍ରିନିସିପାଲ

ଚାନ୍ଦବାଲି : ଗୁରୁଙ୍କ ଗୌରବରେ କଳଙ୍କ । ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଶେଷରେ ଗିରଫ ହେଲେ ସ୍କୁଲ ପ୍ରିନିସିପାଲ । ନିଜ ପଦବି କିମ୍ବା ବୟସର ସମ୍ମାନ ରଖିଲେ ନାହିଁ । ନିଜ ଠାରୁ ବୟସରେ ଅନେକ ସାନ ଏବଂ ଜଣେ ନାବାଳିକା ଛାତ୍ରୀକୁ ଫୋନ୍‌ରେ ଅତି ଅଶ୍ଳୀଳ କଥାବାର୍ତ୍ତା କରିଥିଲେ । ଯାହାର…

ମହିଳା ଟି-୨୦ ବିଶ୍ୱକପ୍‌ : ରବିବାର ଭାରତ ଅଷ୍ଟ୍ରେଲିଆ ଫାଇନାଲ୍‌

ସିଡନୀ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଆଜିର ପ୍ରଥମ ସେମିଫାଇନାଲ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ପଏଣ୍ଟ ଅଧିକ ଥିବା ଯୋଗୁଁ ଇଂଲଣ୍ଡକୁ ପଛରେ ପକାଇ ଭାରତ ଫାଇନାଲ୍‌ରେ ପ୍ରବେଶ କରିଥିଲା । ତେବେ ଦ୍ୱିତୀୟ…

ଆରମ୍ଭ ହେଲା ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ

ଭୁବନେଶ୍ୱର() ବିଜୁ ଜୟନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳରେ ପକ୍କା ଘର ନଥିବା ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ‘ ପକ୍କା ଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର’ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପଂଚାୟତରାଜ ଓ ପାନୀୟ ଜଳ ବିଭାଗ…