ବିଜୁ ଜୟନ୍ତୀ ପକ୍ଷ ପାଳନ ପାଇଁ କାର୍ଯ୍ୟକ୍ରମ ଘୋଷଣା
ଭୁବନେଶ୍ୱର() ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜନ୍ମ ଦିବସ । ତାଙ୍କରି ଆଭିମୁଖ୍ୟ ଓ ଆଦର୍ଶରେ ପ୍ରତିÂିତ ବିଜୁ ଜନତା ଦଳ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାର ଜନସାଧାରଣଙ୍କ ସହିତ ଏହା ପାଳନ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ଏ ବର୍ଷ ବିଜୁ…
