ଦିଲ୍ଲୀ ଦଙ୍ଗା ଘଟଣା : ଘର ଜଳି ଯାଇଥିବା ଯବାନ୍ଙ୍କୁ ନବୀନ ଦେଲେ ୧୦ ଲକ୍ଷ ଟଙ୍କା
ଭୁବନେଶ୍ୱର : ଦିଲ୍ଲୀ ଦଙ୍ଗାରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଖାପାଖି ୫୦ ଜଣଙ୍କର ଏଥିରେ ମୃତ୍ୟୁ ଘଟିଲାଣି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଦଙ୍ଗାରେ ଘର ଜଳି…
