Odia News Portal
Monthly Archives

March 2020

ଗଡ୍‌ସେମାନଙ୍କୁ ଗାନ୍ଧୀ ଛାଲ ପିନ୍ଧାଇବା ଚେଷ୍ଟାରେ ଶାହା

ଭୁବନେଶ୍ୱର : ଭାରତ ସରକାର ଦେଶରେ ୧୫୦ କୋଟି ଟଙ୍କା ବ୍ୟୟକରି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ଦୁନିଆ ବୁଲି ଗାନ୍ଧୀ ପ୍ରଚାରରେ ଲାଗିପଡ଼ିଛନ୍ତି । ହେଲେ ଏହି ସରକାର ଖୋଲାଖୋଲି ଦେଶର ଗଣତନ୍ତ୍ର, ଆଇନର ଶାସନକୁ କୁଠାରଘାତ କରି ଗାନ୍ଧୀ ଦର୍ଶନ…

ଓଲଟିଲା ଯାତ୍ରୀବାହୀ ବସ୍‌, ୨୭ରୁ ଅଧିକ ଯାତ୍ରୀ ଆହତ

ସୋର : ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୨୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଭଗିଆଶୁଣି ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଯାତ୍ରୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ୩ ଗୁରୁତରଙ୍କୁ…

ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ କମାଲ, ୨୩୫ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍‌

ଖ୍ରୀଷ୍ଟଚର୍ଚ୍ଚ : ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବୋଲରମାନେ କମାଲ ଦେଖାଇଛନ୍ତି। ମାତ୍ର ୨୩୫ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍‌ କରି ପ୍ରଥମ ପାଳିରେ ଭାରତୀୟ ଦଳ ଅଗ୍ରଣୀ ରହିଛି। ଭାରତ ପ୍ରଥମ ଇନିଂସରେ ୨୪୨ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍‌…

ପୂର୍ବ ଭାରତରେ ବିଜେପିର ଭରସା ନବୀନ

ଭୁବନେଶ୍ୱର : ନବୀନ ନିବାସରେ ମଧ୍ୟାହ୍ନଭୋଜନ ଅବସରରେ ଦୁଇ ସିଏଏ ବିରୋଧି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମମତା ବାନାର୍ଜୀଙ୍କ ସହିତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯେଭଳି ଗୋଟିଏ ଟେବୁଲରେ ବସିଲେ ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହେଲା । ରାଜନୀତିର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କ ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ମନ ପ୍ରଫୁଲ୍ଲ ରହିବା ସହ ହସଖୁସିରେ ଦିନଟି ଅତିବାହିତ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ କରିବେ। ଏହା ସାଙ୍ଗକୁ ସୁଖଭ୍ରମଣ ଯୋଗ ମଧ୍ୟ ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ…