ହୋମ୍ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ
ପୁରୀ: ହୋମ୍ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ । କରୋନା ଭାଇରସ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ଶଙ୍କରାଚାର୍ଯ୍ୟ । କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀ ମଧ୍ୟ ସଙ୍କଟରେ ରହିଥିବା କହିଛନ୍ତି ।
ଏଭଳି ସ୍ଥିତିରେ ବିଭୀଷିକା…